କ୍ରମିକ ନମ୍ବର No |
ଖଣିର ନାମ (ଜିଲ୍ଲା) |
ଖଣିଜ & ସମ୍ପଦ (ନିୟୁତ ଟନ୍ରେ) |
ହେକ୍ଟର ପରିମିତ ଅଞ୍ଚଳ |
କାର୍ଯ୍ୟ ସମ୍ପାଦନ ତାରିଖ |
ଲିଜ୍ ଅବଧି |
ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଦ୍ୱାରା ୩.୧୨.୨୦୧୫ରେ ଜାରି ବିଜ୍ଞପ୍ତି ଅନୁଯାୟୀ ଖଣିଜ ସମ୍ପଦ (ସରକାରୀ କମ୍ପାନୀ ଦ୍ୱାରା ଖନନ) ନିୟମ, ୨୦୧୫ ଅନୁଯାୟୀ ଲିଜ୍ର ସ୍ଥିତି |
Forest |
Non-Forest |
Total |
୧ |
ସାଉଥ କାଳିଆପାଣି (ଯାଜପୁର) |
କ୍ରୋମାଇଟ୍(୧୫.୦୧) |
୪୨୫.୩୯୮ |
୧୨୭.୦୫୯ |
୫୫୨.୪୭୫ |
୨୨.୧.୮୦ |
୨୦ବର୍ଷ (ମୂଳ) (୨୨.୧.୧୯୮୦ ରୁ ୨୧.୧.୨୦୦୦) ୫୦ ବର୍ଷ (ନୂତନ) ୨୨.୧.୧୯୮୦ ରୁ ୨୧.୧.୨୦୩୦ |
୧.୩.୧.୨୦୧୫ ରେ ଏସ୍ଏଲ୍ଡି କାର୍ଯ୍ୟସମମ୍ପାଦନ ହୋଇଥିବା ଲିଜ ଅବଧି ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି । ୨ . ୧୨.୮.୨୦୧୬ରେ ଏସଏଲଡି କାର୍ଯ୍ୟ ସମ୍ପାଦନ ହୋଇଥିବା ୫୦ବର୍ଷ ପାଇଁ ନୂତନ ବର୍ଦ୍ଧିତ ଲିଜ୍ ଅବଧି ୧.୪.୨୦୨୦ ରୁ ୨୧.୧.୨୦୩୦ |
୨ |
ସୁକରଙ୍ଗି (ଯାଜପୁର) |
କ୍ରୋମାଇଟ (୧୪.୯୧) |
୨୬୭.୨୧ |
୧୧୫.୪୯୯ |
୩୮୨.୭୦୯ |
୨୦.୯.୮୦ |
୨୦ ବର୍ଷ (ମୂଳ) (୨୦.୯.୧୯୮୦ ରୁ ୧୯.୯.୨୦୦୦) |
୧. ୩.୧.୨୦୧୫ରେ କାର୍ଯ୍ୟ ସମ୍ପାଦନ ହୋଇଥିବା ଖଣି ଲିଜ୍ ଅବଧି ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି |
୩ |
ବାଙ୍ଗୁର(କେନ୍ଦୁଝର) |
କ୍ରୋମାଇଟ (୬.୬୨) |
-- |
୧୩୯.୯୪ |
୧୩୯.୯୪ |
୦୨.୯.୭୫ ୧୪୫.୮୫ ହେକ୍ଟର ଅଞ୍ଚଳରେ |
୨୦ବର୍ଷ (ମୂଳ) (୨.୯.୧୯୭୫ ରୁ ୧୯.୯.୧୯୯୫) ୫୦ ବର୍ଷ (ନୂତନ) ୨.୯.୧୯୭୫ ରୁ ୧.୯.୨୦୨୫ |
୧. ୭.୧୦.୨୦୧୫ ରେ ଏସ୍ଏଲ୍ଡି କାର୍ଯ୍ୟସମ୍ପାଦନ ହୋଇଥିବା ଲିଜ ଅବଧି ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି ୨. ୨୩.୮.୨୦୧୬ରେ ଏସଏଲଡି କାର୍ଯ୍ୟ ସମ୍ପାଦନ ହୋଇଥିବା ୫୦ବର୍ଷି ପାଇଁ ନୂତନ ତାହାର ବର୍ଦ୍ଧିତ ଲିଜ୍ ଅବଧି ୧.୪.୨୦୨୦ ରୁ ୧.୯.୨୦୨୫ |
୪ |
କାଳିଆପାଣି(ଯାଜପୁର) |
କ୍ରୋମାଇଟ (୧.୪୦୮) |
୭୫୧.୩୪ |
୨୧୯.୯୦୫ |
୯୭୧.୨୪୫ |
୮.୭.୬୭ |
୨୦ବର୍ଷ (୮.୭.୧୯୬୭)ରୁ ୭.୭.୧୯୮୭) |
୧. ୧st ୨୦ବର୍ଷ ପାଇଁ ୨୪.୫.୮୬ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୮.୭.୮୭ ରୁ ୭.୭.୨୦୦୭) ୨. ୨nd ୨୦ବର୍ଷ ପାଇଁ ୪.୭.୦୬ ରେ ଦ୍ୱିତୀୟ ଆରଏମ୍ଏଲ୍ ଆବେଦନ (୮.୭.୦୭ ରୁ ୭.୭.୨୦୨୭) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୫ |
କାଟପାହାଲ (ଢେଙ୍କାନାଳ) |
କ୍ରୋମାଇଟ (୦.୭୨୪) |
୧୭୬.୬୯ |
୮୭.୭୭୬ |
୨୬୪.୪୬୬ |
୧୦.୨.୬୯ ୩୮୬୮୭୯ ହେକ୍ଟର ଅଞ୍ଚଳରେ |
୨୦ ବର୍ଷ (୧୦.୨.୧୯୬୯ ରୁ ୯.୨.୧୯୮୯) |
୧.୨୦ବର୍ଷ ପାଇଁ ୬.୨.୮୮ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୧୦.୨.୮୯ ରୁ ୯.୨.୦୯),୨.୨୦ବର୍ଷ ପାଇଁ ୨୯.୧.୦୮ ରେ ଦ୍ୱିତୀୟ ଆରଏମ୍ଏଲ୍ ଦାଖଲ (୧୦.୨.୨୦୦୯ ରୁ ୯.୨.୨୦୨୯) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୬ |
କଲରଙ୍ଗି (ଯାଜପୁର) |
କ୍ରୋମାଇଟ୍(0.୬0୬) |
୭00.୧୨ |
୨୩୬.୧୦ |
୯୩୬.୨୨ |
୯.୧୨.୬୬ |
୨୦ବର୍ଷ (୯.୧୨.୬୬ ରୁ ୬.୧୨.୧୯୮୬) |
୧. ୨୦ବର୍ଷ ପାଇଁ ୩୦.୧୦.୧୯୮୫ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୯.୧୨.୮୬ ରୁ ୮.୧୨.୨୦୦୬), ୨. ୨୦ବର୍ଷ ପାଇଁ ୨୯.୧୧.୨୦୦୫ ରେ ଦ୍ୱିତୀୟ ଆରଏମ୍ଏଲ୍ ଆବେଦନ (୦୯.୧୨.୨୦୦୬ ରୁ ୮.୧୨.୨୦୨୬) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୭ |
ବଉଳା (କେନ୍ଦୁଝର) |
କ୍ରୋମାଇଟ୍(ଆକଳନ ହୋଇନାହିଁ) |
୨୦୭.୩୬ |
-- |
୨୦୭.୩୬ |
୭.୮.୬୫ |
୨୦ବର୍ଷ (୭.୮.୧୯୬୫ ରୁ ୬.୮.୧୯୮୫) |
୧. ୨୦ବର୍ଷ ପାଇଁ ୧୯.୦୭.୧୯୮୪ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୭.୮.୮୫ ରୁ ୬.୮.୨୦୦୫), ୨. ୨୦ବର୍ଷ ପାଇଁ ୨୮.୭.୨୦୦୪ ରେ ଦ୍ୱିତୀୟ ଆରଏମ୍ଏଲ୍ ଦାଖଲ (୭.୮.୨୦୦୫ ରୁ ୬.୮.୨୦୨୫) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୮ |
ବିରସାଲ (ଢେଙ୍କାନାଳ) |
କ୍ରୋମାଇଟ୍ (୦.୦୧୨) |
୫୦୪.୩ |
୭୮.୭୨୧ |
୫୮୩.୦୨୧ |
୪.୧୧.୭୬ |
୨୦ବର୍ଷ (୪.୧୧.୭୬ ରୁ ୩.୧୧.୯୬) |
୧.୨୦ବର୍ଷ ପାଇଁ ୧.୧୧.୯୫ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୪.୧୧.୯୬ ରୁ ୩୧.୧.୨୦୧୬), ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୯ |
ବଣିଆପଙ୍କ(କେଉଁଝର) |
କ୍ରୋମାଇଟ୍ (୦.୦୬୭୪) |
୨୯୫.୩୮୯ |
୧୨୮୭.୪୪୪ |
୧୫୮୨.୮୩୩ |
୧୫.୧.୮୬ |
୨୦ବର୍ଷ (୧୫.୧.୮୬ ରୁ ୧୪.୧.୦୬) |
୧.୨୦ବର୍ଷ ପାଇଁ ୧.୧.୦୫ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୧୫.୧.୦୬ ରୁ ୧୪.୧.୨୦୨୬), ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୧୦ |
ମହାଗିରି ପାଦଦେଶ (ଯାଜପୁର) |
କ୍ରୋମାଇଟ୍(ଆକଳନ ହୋଇନାହିଁ) |
୧୮୫.୮୧ |
-- |
୧୮୫.୮୧ |
୯.୯.୭୦ |
୨୦ବର୍ଷ (୯.୯.୭୦ ରୁ ୮.୯.୯୦) |
୧. ୨୦ବର୍ଷ ପାଇଁ ୧୯.୦୯.୧୯୮୯ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୯.୯.୯୦ ରୁ ୮.୯.୨୦୧୦), ୨. ୨୦ବର୍ଷ ପାଇଁ ୨୯.୮.୨୦୦୯ ରେ ଦ୍ୱିତୀୟ ଆରଏମ୍ଏଲ୍ ଦାଖଲ (୯.୯.୨୦୧୦ ରୁ ୮.୯.୨୦୩୦) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୧୧ |
ସରୁବାଲି-ସୁକରଙ୍ଗି (ଯାଜପୁର) |
କ୍ରୋମାଇଟ୍ (୦.୫୭୪) |
୨୩.୨୪୩ |
-- |
୨୩.୨୪୩ |
୨୯.୧.୮୧ |
୧୫ବର୍ଷ (ମୂଳ) (୨୯.୧.୮୧ ରୁ ୨୮.୧.୯୬) ୫୦ବର୍ଷ (ନୂତନ) (୨୯.୧.୮୧ ରୁ ୨୮.୧.୩୧) |
୧.ସରକାରଙ୍କ ୫୧୭/ଏସ୍ଏମ୍ ତା ୧୯.୧.୨୦୧୬ରେ ଜାରି ନିର୍ଦ୍ଦେଶରେ ତିନିମାସ ମଧ୍ୟରେ ଏସ୍ଏଲ୍ଡି ଖନନ ସର୍ତ୍ତ ଅନୁଯାୟୀ ମୂଳ ଲିଜ୍କୁ ୨୯.୧.୮୧ ରୁ ୨୮.୧.୨୦୩୧ ପର୍ଯ୍ୟନ୍ତ ୫୦ବର୍ଷ ପାଇଁ ମଞ୍ଜୁର ହୋଇଛି । ପରେ ଏସଏଲ୍ଡି ଖନନ ପାଇଁ ଅତି କମ୍ରେ ଏକବର୍ଷ ସମୟ ବୃଦ୍ଧି ଲାଗି ଆବେଦନ କରିବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ଏସଏଲ୍ଡି କାର୍ଯ୍ୟକାରୀ ହୋଇନାହିଁ । |
୧୨ |
ଗନ୍ଧମାର୍ଦ୍ଦନ-ବି (କେନ୍ଦୁଝର) |
ଲୁହାପଥର (୨୦୦.୭୩) |
୧୪୦୯.୬୪୮୯ |
୧୮୧.୨୧୮୪ |
୧୫୯୦.୮୬୭୩ |
୧୧.୭.୭୦ |
୩୦ବର୍ଷ (୧୧.୭.୭୦ ରୁ ୧୦.୭.୦୦) |
୧.୧୫.୯.୧୫ ରେ ଏସ୍ଏଲ୍ଡି ଖନନ କାର୍ଯ୍ୟ ହୋଇଥିବାବେଳେ ଲିଜ୍ ଅବଧି ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । |
୧୩ |
ଗନ୍ଧମାର୍ଦ୍ଦନ-ଏ (କେନ୍ଦୁଝର) |
ଲୁହାପଥର (୪୯.୪୦) |
୫୧୯.୭୪୭୨ |
୯୮.୮୨୮୮ |
୬୧୮.୫୭୬ |
୨୧.୫.୬୩ |
୩୦ବର୍ଷ (୨୧.୫.୬୩ ରୁ ୨୦.୫.୯୩) ୫୦+୨୦ବର୍ଷ (ନୂତନ) (୨୧.୦୫.୬୩ ରୁ ୨୦.୦୫.୨୦୩୩) |
୧. ୨୦ବର୍ଷ ପାଇଁ ୬.୪.୯୨ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୨୧.୫.୯୩ ରୁ ୨୦.୫.୨୦୧୩), ୨. ୨୦ବର୍ଷ ପାଇଁ ୧.୫.୨୦୧୨ ରେ ଦ୍ୱିତୀୟ ଆରଏମ୍ଏଲ୍ ଦାଖଲ (୨୧.୫.୨୦୧୩ ରୁ ୨୦.୫.୨୦୩୩) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୧୪ |
ଦୈତାରୀ (କେନ୍ଦୁଝର ଏବଂ ଯାଜପୁର) |
ଲୁହାପଥର (୧୮୭.୨୧) |
୮୪୬.୩୯୯୫ |
୧୭୧.୯୦୯୦ |
୧୦୧୮.୩୦୮୫ |
୨୭.୧.୬୬ ୧୮୧୨.୯୯ ହେକ୍ଟର ଉପରେ |
୩୦ ବର୍ଷ (୨୭.୧.୬୬ ରୁ ୨୬.୧.୯୬) ୫୦+୨୦ ବର୍ଷ (ନୂତନ) ୨୭.୧.୧୯୬୬ ରୁ ୨୬.୧.୨୦୩୬) |
ଏସଏଲ୍ଡି ଖନନ ପାଇଁ ମୂଳ ଲିଜ୍କୁ ୫୦ ବର୍ଷ ପାଇଁ ନିୟମ ୩(୧) ର ସର୍ତ୍ତ ଅନୁଯାୟୀ ମଞ୍ଜୁର ହୋଇଥିବାବେଳେ ନିୟମ ୩(୨) ସର୍ତ୍ତ ଅନୁଯାୟୀ ଏହାକୁ ୨୦ବର୍ଷ ପାଇଁ ସମ୍ପ୍ରସାରିତ କରାଯାଇଛି । ଯାହାକି ଯଥାକ୍ରମେ ୨୬.୧.୧୯୬୬ ରୁ ୨୬.୧.୨୦୧୬ ଏବଂ ୨୭.୧.୨୦୧୬ ରୁ ୨୬.୧.୨୦୩୬ । ୨. ୧୮.୪.୨୦୧୬ ଏବଂ ୧୬.୫.୨୦୧୬ ରେ ଏସ୍ଏଲ୍ଡି ଖନନ ଯଥାକ୍ରମେ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ହେବା ସହିତ ୨୧.୬.୨୦୩୬ ପର୍ଯ୍ୟନ୍ତ ଏହା ବୃଦ୍ଧି କରାଯାଇଛି । |
୧୫ |
ବାଂଶପାଣି (କେନ୍ଦୁଝର) |
ଲୁହାପଥର (୧୬.୨୫୧) |
୧୮୭.୭୫୩ |
୧୯୨.୬୪୭ |
୩୮୦.୪୦ |
୨୧.୫.୬୬ |
୩୦ବର୍ଷ (୨୧.୫.୬୬ ରୁ ୨୦.୫.୯୬) |
୧୭.୫.୯୫ ରେ ୨୦ ବର୍ଷ ପାଇଁ ପ୍ରଥମ ଆରଏମ୍ଏଲ୍ ଦାଖଲ (୨୧.୫.୯୬ ରୁ ୨୦.୫.୨୦୧୬ ) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ |
୧୬ |
ଖଣ୍ଡବନ୍ଧ (କେନ୍ଦୁଝର) |
ଲୁହାପଥର (୨୨.୫୭୪) |
୩୪୫.୧୮୯ |
୨୧.୧୨୨ |
୩୬୬.୩୧୧ |
୩୦.୧୧.୬୩ |
୩୦ ବର୍ଷ (୩୦.୧୧.୬୩ ରୁ ୨୯.୧୧.୯୩) |
୧. ୨୦ବର୍ଷ ପାଇଁ ୯.୧୧.୯୨ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୩୦.୧୧.୯୩ ରୁ ୨୯.୧୧.୨୦୧୩), ୨. ୨୦ବର୍ଷ ପାଇଁ ୧୪.୧୧.୨୦୧୨ ରେ ଦ୍ୱିତୀୟ ଆରଏମ୍ଏଲ୍ ଦାଖଲ (୩୦.୧୧.୨୦୧୩ ରୁ ୨୯.୧୧.୨୦୩୩) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୧୭ |
ତିରିଙ୍ଗପାହାଡ (କେନ୍ଦୁଝର) |
ଲୁହାପଥର (୧୦.୧୭୩) |
୭୯.୩ |
-- |
୭୯.୩ |
୨୪.୮.୬୪ |
୩୦ବର୍ଷ (୨୪.୮.୬୪ ରୁ ୨୩.୯.୯୪) |
ପତ୍ର ସଂଖ୍ୟା ତା ୭.୩.୨୦୧୫ ଅନୁଯାୟୀ ଲିଜ୍ ଅବଧି କୁ ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏସଏଲ୍ଡି ଖନନ ଲାଗି ଅବଧି ବୃଦ୍ଧି ପାଇଁ ଆବେଦନ କରାଯାଇ ପାରିବ । ଏସ୍ଏଲ୍ଡି କାର୍ଯ୍ୟକାରୀ ହୋଇନି |
୧୮ |
ବିପିଜେ (କେନ୍ଦୁଝର) |
ଲୁହାପଥର (୫.୬୦) |
୩୬୬.୪୬୫ |
୪୯୫.୦୫୬ |
୮୩୬.୬୮୩୩ (ମୂଳ ଖଣି ଲିଜ୍ ଅଞ୍ଚଳ ୮୬୧.୫୨୧ |
୨୭.୨.୭୦ ୮୬୧.୫୨୧ ହେକ୍ଟର |
୩୦ବର୍ଷ (୨୭.୨.୭୦ ରୁ ୨୬.୨.୦୦) |
୨୦ବର୍ଷ ପାଇଁ ୨୪.୨.୯୯ ର ପ୍ରଥମ ଆରଏମ୍ଏଲ୍ ଦାଖଲ (୨୭.୨.୦୦ ରୁ ୨୬.୨.୨୦୨୦) ବର୍ତ୍ତମାନ ସୁଦ୍ଧା ବୃଦ୍ଧି କରାଯାଇନାହିଁ |
୧୯ |
ମହାପର୍ବତ (କେନ୍ଦୁଝର) |
ଲୁହାପଥର (୧୧.୭୫୩) |
୬୮.୦୦ |
-- |
୬୮.୦୦ |
୯.୬.୨୦୦୮ |
୨୦ବର୍ଷ (୯.୬.୨୦୦୮ ରୁ ୮.୬.୨୦୨୮) |
ବର୍ତ୍ତମାନ ସ୍ଥିତିରେ କୌଣସି ବୃଦ୍ଧି ହୋଇନାହିଁ |
୨୦ |
କୋଇରା-ଭଞ୍ଜପାଲି (ସୁନ୍ଦରଗଡ) |
ଲୁହାପଥର (୬.୯୪୮) |
୯୯.୯୬୩ |
୪୧.୨୭୨ |
୧୪୧.୨୩୫ |
୬.୪.୮୭ (୭.୫.୮୨ ରୁ ଲାଗୁ) |
୩୦ବର୍ଷ (୭.୫.୮୨ରୁ ୬.୫.୨୦୧୨) |
୨୦ ବର୍ଷ ପାଇଁ ୨୬.୪.୨୦୧୧ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୭.୫.୨୦୧୨ ରୁ ୬.୫.୨୦୩୨) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ |
୨୧ |
କୋଇରା-କାଶିରା (ସୁନ୍ଦରଗଡ) |
ଲୁହାପଥର (୭.୭୬୮) |
୨୩୧.୬୭୦ |
୧୮୬.୬୮୫ |
୪୧୮.୩୫୫ |
୧୩.୧୦.୭୬ |
୨୦ବର୍ଷ (ମୂଳ) ୧୩.୧୦୭୬ ରୁ ୧୨.୧୦.୯୬) ୫୦ବର୍ଷ (ନୂଆ) ୧୩.୧୦.୭୬ ରୁ ୧୨.୧୦.୨୦୨୬) |
ତିନିମାସ ମଧ୍ୟରେ ଏସ୍ଏଲ୍ଡି ଖନନ ସର୍ତ୍ତରେ ମୂଳ ଲିଜ୍ ଅବଧିକୁ ୫୦ବର୍ଷ ପାଇଁ ୧୩.୧୦.୧୯୭୬ ରୁ ୧୨.୧୦.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି ମଞ୍ଜୁର ହୋଇଛି । ୭.୫.୨୦୧୭ ରୁ ଗୋଟିଏ ବର୍ଷପାଇଁ ଏସ୍ଏଲ୍ଡି ଖନନକୁ ଅନୁମତି ମିଳିଛି । (ସରକାରୀ ଚିଠି ନମ୍ବର ୪୬୧୩/ଏସ୍ଏମ୍, ତା ୨୫.୫.୨୦୧୬) . ଓଏମ୍ସି ପକ୍ଷରୁ ଆଉ ଗୋଟିଏ ବର୍ଷ ବୃଦ୍ଧି ଲାଗି ସରକାରଙ୍କୁ ଅନୁରୋଧ କରାଯାଇଛି । ଚିଠି ନମ୍ବର ୧୫୮୨, ତା ୬.୧୧.୨୦୧୭ |
୨୨ |
ରନ୍ଥା (ସୁନ୍ଦରଗଡ) |
ଲୁହାପଥର (୧୮.୭୦୧) |
୨୬୮.୮୭୩୧ |
|
୨୬୮.୮୭୩୧ |
୩୧.୧୨.୬୮ ୪୦୮.୮୭୩୧ ହେକ୍ଟର |
୩୦ବର୍ଷ (ମୂଳ) ୩୧.୧୨.୬୮ ରୁ ୩୦.୧୨.୯୮) ୫୦+୨୦ ବର୍ଷ (ନୂଆ) ୩୧.୧୨.୧୯୬୮ ରୁ ୩୧.୧୨.୨୦୩୮) |
ତିନିମାସ ମଧ୍ୟରେ ଏସଏଲ୍ଡି ଖନନ ସର୍ତ୍ତରେ ମୂଳ ଲିଜ୍ ଅବଧିକୁ ନିୟମ ୩(୧) ଆଧାରରେ ୫୦ବର୍ଷ ପାଇଁ (୩୧.୧୨.୧୯୬୮ ରୁ ୩୧.୧୨.୨୦୧୮) ଏବଂ ନିୟମ ୩(୨) ଆଧାରରେ ଆଉ ୨୦ବର୍ଷ ପାଇଁ ସମ୍ପ୍ରସାରିତ (୩୧.୧୨.୨୦୧୮ ରୁ ୩୦.୧୨.୨୦୩୮) କରାଯାଇଛି । ପରବର୍ତ୍ତୀ ଏକବର୍ଷ ସମ୍ପ୍ରସାରଣ ପାଇଁ ଆବେଦନ ହୋଇଛି । |
୨୩ |
କୁରୁମିତାର (ସୁନ୍ଦରଗଡ) |
ଲୁହାପଥର ଏବଂ ମାଙ୍ଗାନିଜ (ଲୁହାପଥର -୧୮୮.୨୧, ଏମ୍ଏନ୍ ଆକଳନ ହୋଇନି ) |
୬୫୧.୦୦ |
|
୬୫୧.୦୦ |
୨୯.୪.୬୫ ୧୨୧୨.୪୭ ହେକ୍ଟର |
୨୦ବର୍ଷ (ମୂଳ) (୨୯.୪.୬୫ ରୁ ୨୮.୪.୮୫) ୫୦+୨୦ ବର୍ଷ (ନୂଆ) (୨୯.୪.୧୯୬୫ ରୁ ୨୮.୩.୨୦୩୫) |
୨୪.୭.୧୫ ରେ ସପ୍ଲିମେଣ୍ଟାରୀ ଲିଜ୍ କାର୍ଯ୍ୟକାରୀ ହୋଇଥିବାବେଳେ ଏହାର ଅବଧିକୁ ୩୧.୩.୨୦୨୦ ପର୍ଯ୍ୟନ୍ତ ବଢାଯାଇଛି । ୧୪.୯.୨୦୧୬ ରେ ଏସଏଲ୍ଡି କାର୍ଯ୍ୟକାରୀ ୫୦+୨୦ ବର୍ଷପାଇଁ ହୋଇଥିବାବେଳେ ଏହାର ଲିଜ୍ ଅବଧି ୧.୪.୨୦୨୦ ରୁ ୨୮.୪.୨୦୩୫ ପର୍ଯ୍ୟନ୍ତ ବଢିଛି । |
୨୪ |
ସକ୍ରଡିହି (ଅଞ୍ଚଳ ୫୬୪.୬୪ ହେକ୍ଟର ) (କେନ୍ଦୁଝର) |
ଲୁହାପଥର ଏବଂ ମାଙ୍ଗାନିଜ (ଲୁହାପଥର ୨୭.୧୨୯ ମାଙ୍ଗାନିଜ-୧.୧୪୬) |
୧୨୪୩.୨୭୦ |
୮୮.୭୪୯ |
୧୩୩୨.୦୧୯ (ମିଶ୍ର ଅଞ୍ଚଳ) |
ଲୁହାପଥର ପାଇଁ ସକ୍ରଡିହି ୨୮.୧୨.୫୯ |
୩୦ ବର୍ଷ (୨୮.୧୨.୫୯ ରୁ ୨୭.୧୨.୮୯) |
୨୦ ବର୍ଷ ପାଇଁ ପ୍ରଥମ ଆରଏମ୍ଏଲ୍ ୧୭.୧୨.୮୮ ରେ ଦାଖଣ ହୋଇଥିଲା ।(୨୮.୧୨.୧୮୯୮ ରୁ ୨୭.୧୨.୨୦୦୯) |
ଡୁବନା ( ଅଞ୍ଚଳ-୧୧୩୫.୪୧୯ ହେକ୍ଟର (କେନ୍ଦୁଝର) |
ମାଙ୍ଗାନିଜ ପାଇଁ ଡୁବନା: ୦୮.୯.୭୧ |
୨୦ ବର୍ଷ (୮.୯.୧୯୭୧ ରୁ ୭.୯.୧୯୯୧) |
୨୦ ବର୍ଷ ପାଇଁ ପ୍ରଥମ ଆରଏମଏଲ୍ ଦାଖ ୨୫.୮.୯୦ରେ ହୋଇଥିଲା । (୮.୯.୧୯୯୧ ରୁ ୭.୯.୨୦୧୧). ସରକାରଙ୍କ ଚିଠି ନମ୍ବର ୩୬୦୭ ତା ୧୮.୨.୯୬ ଅନୁଯାୟୀ ସକ୍ରଡିହି ଖଣିରରେ ୨୭.୧୨.୨୦୦୯ ପର୍ଯ୍ୟନ୍ତ ୧୩୩୨.୦୧୯ ହେକ୍ଟରର ଦୁଇ ଲିଜ୍ର ମିଶ୍ରଣ ହୋଇଥିଲା । ୧୩୨୨.୯୯୮୪ ହେକ୍ଟର ସଂଶୋଧିତ ଅଞ୍ଚଳ ଉପରେ ୨୦ବର୍ଷ ପାଇଁ ଦ୍ୱିତୀୟ ଆରଏମ୍ଏଲ୍ର ଦାଖଲ ୧୮.୩.୦୮ରେ ହୋଇଥିଲା । (୨୮.୧୨.୨୦୦୯ ରୁ ୨୭.୧୨.୨୦୨୯) । ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ |
୨୫ |
ସେମଡା-ଭଦ୍ରାସାହି (କେଉଁଝର) |
ଲୁହାପଥର ଏବଂ ମାଙ୍ଗାନିଜ(ଲୁହାପଥର ୧୧.୦୯୯ ମାଙ୍ଗାନିଜ-୦.୪୦୬) |
୧୦୮୬.୭୫୬ |
୬୪୭.୮୧୪ |
୧୭୩୪.୫୭୦ |
୩୦.୮.୮୬ |
୨୦ବର୍ଷ (ମୂଳ) (୩୦.୮.୮୬ ରୁ ୨୮.୯.୦୬) ୫୦+୨୦ ବର୍ଷ (ନୂଆ) (୩୦.୮.୧୯୮୬ ରୁ ୨୯.୮.୨୦୩୬ |
୩୦.୧୧.୨୦୧୫ ରେ ଲିଜ୍ ଅବଧିକୁ ୩୧.୩.୨୦୨୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତିନିମାସ ମଧ୍ୟରେ ଏସ୍ଏଲ୍ଡି ସମ୍ପାଦନ ସର୍ତ୍ତରେ ସରକାରୀ ନିର୍ଦ୍ଦେଶ ୧୧୫୬/ଏସ୍ଏମ୍ ତା ୮.୨.୨୦୧୬ ଅନୁଯାୟୀ ମୂଳ ଲିଜ୍ ଅବଧିକୁ ୫୦ବର୍ଷ ପାଇଁ ୩୦.୮.୧୯୮୬ ରୁ ୨୯.୮.୨୦୩୬ ପର୍ଯ୍ୟନ୍ତ ବଢିଛି । ପରବର୍ତ୍ତୀ ଏକବର୍ଷ ସମ୍ପ୍ରସାରଣ ଲାଗି ଆବେଦନ ହୋଇଛି । |
୨୬ |
ଡାଲକି (କେନ୍ଦୁଝର) |
ଲୁହାପଥର ଏବଂ ମାଙ୍ଗାନିଜ (ଲୁହାପଥର ଆକଳନ ହୋଇନି , ମାଙ୍ଗାନିଜ (୦.୨୭୫) |
୨୪୬.୫୨୪ |
୧୮.୭୬୬ |
୨୬୫.୨୯୦ |
୧୯.୧୧.୮୮ |
୨୦ବର୍ଷ ୭.୮.୭୬ ରୁ ଲାଗୁ । (୭.୮.୭୬ ରୁ ୬.୮.୯୬) |
୨୦ବର୍ଷ ପେଇଁ ୧୮.୭.୯୫ ରେ ପ୍ରଥମ ଆରଏମ୍ଏଲ୍ ଦାଖଲ (୭.୮.୯୬ ରୁ ୬.୮.୨୦୧୬) ବର୍ତ୍ତମାନ ସୁଦ୍ଧା ସମ୍ପ୍ରସାରଣ ହୋଇନାହିଁ |
୨୭ |
ନିଶିଖାଲ (ରାୟଗଡା) |
ମାଙ୍ଗାନିଜ (୦.୭୮୧) |
୪୫୫.୦୨ |
୪୬.୬୫ |
୫୦୧.୬୭ |
୨୮.୬.୬୪ |
୨୦ବର୍ଷ (୨୮.୬.୬୪ ରୁ ୨୭.୬.୮୪) |
ପ୍ରଥମ ଆରଏମ୍ଏଲ୍ କାର୍ଯ୍ୟକାରୀ (୨୮.୬.୧୯୮୪ ରୁ ୨୭.୬.୨୦୦୪) । ୨୬.୬.୨୦୦୩ ରେ ୨୦ବର୍ଷ ପାଇଁ ଦ୍ୱିତୀୟ ଆରଏମ୍ଏଲ୍ ଦାଖଲ(୨୮.୬.୨୦୦୪ ରୁ ୨୭.୬.୨୦୨୪) । ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୨୮ |
ରୋଇଡା-୭୮ (କେନ୍ଦୁଝର) |
ମାଙ୍ଗାନିଜ (୦.୧୨୬) |
୭୮.୭୧୧ |
-- |
୭୮.୭୧୧ |
୨୫.୪.୮୧ |
୨୦ ବର୍ଷ (୨୫.୪.୧୯୮୧ ରୁ ୨୪.୪.୨୦୦୧) |
୨୦ ବର୍ଷ ପାଇଁ ପ୍ରଥମ ଆରଏମ୍ଏଲ୍ ୨୨.୪.୦୦ ରେ ଦାଖଲ (୨୫.୪.୨୦୦୧ ରୁ ୨୪.୪.୨୦୨୧) । ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୨୯ |
ପାରିପଦା (କେନ୍ଦୁଝର) |
ମାଙ୍ଗାନିଜ (ଲୁହାପଥର -୪.୪୭୯, ଏମ୍ନ୍-୦.୦୯୯) |
୮୪.୧୮୮ |
୨୦.୬୭୨ |
୧୦୪.୮୬ |
୨୫.୪.୮୧ ୧୭୦.୧୭ ହେକ୍ଟର |
୨୦ ବର୍ଷ (୨୫.୪.୮୧ ରୁ ୨୪.୪.୦୧) ୫୦ ବର୍ଷ (ନୂଆ) (୨୫.୪.୧୯୮୧ ରୁ ୨୪.୪.୨୦୩୧) |
ସରକାରଙ୍କ ନିର୍ଦ୍ଦେଶନାମା ୫୧୩/ଏସ୍ଏମ୍ ତା ୧୯.୦୧.୨୦୧୬ ଅନୁଯାୟୀ ତିନିମାସ ମଧ୍ୟରେ ଏସଏଲ୍ଡି ସମ୍ପାଦନ ସର୍ତ୍ତରେ ମୂଳ ଲିଜ୍ ଅବଧିକୁ ୫୦ବର୍ଷ ୨୫.୪.୧୯୮୧ ରୁ ୨୪.୪.୨୦୩୧ ପର୍ଯ୍ୟନ୍ତ ବଢାଯାଇଛି । ପରବର୍ତ୍ତୀ ଏକ ବର୍ଷ ପାଇଁ ଆବେଦନ ହୋଇଛି । |
୩୦ |
ଉମ୍ପାଭ୍ୟାଲି (କୋରାପୁଟ) |
ଚୂନପଥର (୧୮.୬୪୮) |
୪୦୦.୬୪୯ |
୯୦୦.୧୪୧ |
୧୩୦୦.୭୯ |
୨୦.୮.୭୫ ୧୩୦୦.୭୯ ହେକ୍ଟର |
୨୦ବର୍ଷ (୨୦.୮.୭୫ ରୁ ୧୯.୮.୯୫) |
୧୨.୮.୯୪ ରେ ୨୦ବର୍ଷ ପାଇଁ ପ୍ରଥମ ଆରଏମ୍ଏଲ୍ ଦାଖଲ (୨୦.୮.୧୯୯୫ ରୁ ୧୯.୮.୨୦୧୫). ୦୨.୮.୨୦୧୪ ରେ ୨୦ବର୍ଷ ପାଇଁ ଦ୍ୱିତୀୟ ଆରଏଏମ୍ ଆବେଦନ (୨୦.୮.୨୦୧୫ ରୁ ୧୯.୮.୨୦୩୫) । ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । |
୩୧ |
କୋହ୍ଲ-ରୋଇଡା. (ରୋଇଡା-ସି) (କେନ୍ଦୁଝର) |
ଲୁହାପଥର ଏବଂ ମାଙ୍ଗାନିଜ (ଆଇଡିସି ଦ୍ୱାରା କାର୍ଯ୍ୟକାରୀ) |
୧୯୨.୮୧ |
-- |
୧୯୨.୮୧ |
୩୦.୧୨.୮୫ |
୨୦ବର୍ଷ (୮.୨.୭୭ ରୁ ୭.୨.୯୭) ୫୦ବର୍ଷ (ନୂଆ) ୮.୨.୧୯୭୭ ରୁ ୭.୨.୨୦୨୭) |
ସରକାରଙ୍କ ନିର୍ଦ୍ଦେଶନାମା ୧୬୨୫/ଏସ୍ଏମ୍ ତା ୨୫.୦୨.୨୦୧୬ ଅନୁଯାୟୀ ତିନିମାସ ତା ୨୪.୫.୨୦୧୬ ମଧ୍ୟରେ ଏସଏଲ୍ଡି ସମ୍ପାଦନ ସର୍ତ୍ତରେ ମୂଳ ଲିଜ୍ ଅବଧିକୁ ୫୦ବର୍ଷ ୮.୨.୧୯୭୭ ରୁ ୭.୨.୨୦୨୭ ପର୍ଯ୍ୟନ୍ତ ବଢାଯାଇଛି । ଲିଜ୍ ଅବଧିକୁ ୭.୨.୨୦୨୭ ପର୍ଯ୍ୟନନ୍ତ ବଢାଯାଇଛି । |
୩୨ |
ମାଳିପଡା(କଳାହାଣ୍ଡି) |
ରତ୍ନପଥର (ରୁବି) |
-- |
୨୭.୬୫୫ |
୨୭.୬୫୫ |
୭.୯.୨୦୦୨ ପଞ୍ଜିକୃତ ତାରିଖ ୭.୧୧.୦୨ |
୨୦ବର୍ଷ (୦୭.୧୧.୨୦୦୨ ରୁ ୦୬.୧୧.୨୦୨୨)। |
୧.ବର୍ତ୍ତମାନ ସୁଦ୍ଧା ବଢାଯାଇନାହିଁ ୨. ଓଏମ୍ସି ବୋର୍ଡ ଏହା ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ।୩. ୩୦୫.୨୦୧୬ ରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ବାବଦରେ ଅବଗତ କରାଯାଇଛି । |
୩୩ |
ବୁଢାପଡା (ନୂଆପଡା) |
ରତ୍ନପଥର (ଗାର୍ନେଟ) |
-- |
୩୩.୯୫ |
୩୩.୯୫ |
୧୪.୦୬.୯୩ |
୧୦ବର୍ଷ (୧୪.୬.୯୩ ରୁ ୧୩.୦୬.୨୦୦୩) |
୧. ୬.୬.୨୦୦୨ ରେ ୧୦ବର୍ଷ ପାଇଁ ପ୍ରଥମ ଆରଏମ୍ଏଲ୍ ଦାଖଲ (୧୪.୬.୨୦୦୩ ରୁ ୧୩.୬.୨୦୧୩) ୨. ୧୧.୬.୨୦୧୨ ରେ ୨୦ବର୍ଷ ପାଇଁ ଦ୍ୱିତୀୟ ଆରଏମ୍ଏଲ୍ ଦାଖଲ (୧୪.୬.୨୦୧୩ ରୁ ୧୩.୬.୨୦୩୩) ୨. ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । ୩. ଓଏମ୍ସି ବୋର୍ଡ ଏହି ଲିଜ୍କୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି । ୪. ୩୦.୫.୨୦୧୬ ରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ବିଷୟରେ ଅବଗତ କରାଯାଇଛି । |
୩୪ |
କୋଡିଙ୍ଗାମାଳି (କୋରାପୁଟ ଏବଂ ରାୟଗଡା) |
ବକ୍ସାଇଟ୍ (୭୭.୫୦) |
୪୨୮.୦୭୫ |
-- |
୪୨୮.୦୭୫ |
୧୦.୦୧.୨୦୧୭ |
୫୦ବର୍ଷ (୧୦.୦୧.୨୦୧୭ ରୁ ୦୯.୦୧.୧୯୬୭) |
୧୦.୦୧.୨୦୧୭ ରେ କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ଖଣି ଲିଜ୍ କାର୍ଯ୍ୟକାରୀ |