Web Mail | RTI | BE-CIP | Contact Us | Election Commission of India | Voter Helpline |English

 

ଖଣି ସ୍ଥିତି

ଓଡିଶା ଖଣି ନିଗମ ନିକଟରେ ବର୍ତ୍ତମାନ ୩୪ଟି ଖଣିର ପଟ୍ଟା ରହିଛି । ଏଥି ମଧ୍ୟରେ ୧୧ଟି କ୍ରୋମାଇଟ୍‍, ୧୧ଟି ଲୁହାପଥର, ୫ଟି ଲୁହାପଥର ଓ ମାଙ୍ଗାନିଜ୍‍, ୩ଟି ମାଙ୍ଗାନିଜ, ଗୋଟିଏ ଚୂନପଥର, ୨ଟି ରତ୍ନପଥର ଓ ଗୋଟିଏ ବକ୍ସାଇଟ୍‍ ଖଣି ରହିଛି ।

ଓଏମ୍‍ସି ଇତି ମଧ୍ୟରେ ବକ୍ସାଇଟ୍‍ ଖଣି ପଟ୍ଟା ପାଇଁ ଆବେଦନ କରିଛି ଯାହାକି ସରକାରଙ୍କ ନିକଟରେ ରହିଛି ।

ଏଥି ସହିତ ଓଏମ୍‍ସିକୁ ୩ଟି କ୍ରୋମାଇଟ୍‍ ଖଣି ପାଇଁ ୩ଟି ପ୍ରସ୍‍ପେକ୍ଟିଂ ଲାଇସେନ୍ସ ମିଳିବା ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏଥିରୁ ଉତ୍ତୋଳନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ଓଏମ୍‍ସି ପକ୍ଷରୁ ବକ୍ସାଇଟ୍‍ ଖଣି ଲାଗି ଆଉ ଦୁଇଟି ପ୍ରସ୍‍ପେକ୍ଟିଂ ଲାଇସେନ୍ସ ପାଇଁ ଆବେଦନ ହୋଇଛି ।

 

ANNEXURE-A

 

ଓଡିଶା ଖଣି ନିଗମ ଦ୍ଵାରା ମାର୍ଚ୍ଚ ,୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ଖଣିପଟ୍ଟା ଗୁଡିକର ନାମ ତତସହିତ ସେଗୁଡିକର ବର୍ତ୍ତମାନର ସ୍ଥିତି ।
କ୍ର:ନଂ ଖଣିପଟ୍ଟା ଜିଲ୍ଲା ଗୁଡିକର ନାମ ଖଣିଜପଦାର୍ଥର ନାମ କ୍ଷେତ୍ର (ହେକ୍ଟରରେ) ମୂଳ ଖଣିପଟ୍ଟାର ନିଷ୍ପାଦନ ତାରିଖ ପଟ୍ଟାର ଅବଧି କାର୍ଯ୍ୟଶୀଳ/
ଅଣ କାର୍ଯ୍ୟଶୀଳ ସ୍ଥିତି
      ଜଙ୍ଗଲ ଅଣ-ଜଙ୍ଗଲ ସମୁଦାୟ      
୧) ସାଉଥ-କାଳିଆପାଣି, ଯାଜପୁର କ୍ରୋମାଇଟ ୪୨୫.୩୯୮ ୧୨୭.୦୫୯ ୫୫୨.୪୫୭ ତା୨୨.୦୧.୧୯୮୦ ତା୨୨.୦୧.୧୯୮୦ ଠାରୁ ତା୨୧.୦୧.୨୦୩୦ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୨) ଶୁକ୍ରଙ୍ଗୀ (ଯାଜପୁର କ୍ରୋମାଇଟ ୨୬୭.୨୧ ୧୧୫.୪୯୯ ୩୮୨.୭୦୯ ତା୨୦.୦୯.୧୯୮୦ ତା୨୦.୦୯.୧୯୮୦ ଠାରୁ ତା୧୯.୦୯.୨୦୩୦ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୩) ବାଙ୍ଗୁର (କେନ୍ଦୁଝର) କ୍ରୋମାଇଟ -- ୧୩୯.୯୪ ୧୩୯.୯୪ ତା୦୨.୦୯.୧୯୭୫ ତା୦୨.୦୯.୧୯୭୫ ଠାରୁ ତା୦୧.୦୯.୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୪) ଗନ୍ଧମାର୍ଦ୍ଦନ –ବି (କେନ୍ଦୁଝର) ଲୌହ ୧୪୦୯.୬୪୮୯ (ଡି.ଜି.ପି.ଏସ-୩୮୦.୯୬୮) ୧୮୧.୨୧୮୪ (ଡି.ଜି.ପି.ଏସ-୨୪୩.୩୫୪) ୧୫୯୦.୮୬୭୩ (ଡି.ଜି.ପି.ଏସ-୧୫୯୧.୨୮୨) ଅବଶିଷ୍ଟ କ୍ଷେତ୍ର-୯୬୬.୯୫୯ - ପି. ଆର.ଏଫ.) ତା୧୧.୦୭.୧୯୭୦ ତା୧୧.୦୭.୧୯୭୦ ଠାରୁ ତା୧୦.୦୭.୨୦୪୦ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୫) ଗନ୍ଧମାର୍ଦ୍ଦନ –ଏ (କେନ୍ଦୁଝର) ଲୌହ ୫୧୯.୭୪୭୨ (ଡି.ଜି.ପି.ଏସ-୩୪.୭୫୬) ୯୮.୮୨୮୮ (ଡି.ଜି.ପି.ଏସ-୧୯୦.୬୩୩) ୬୧୮.୫୭୬ (ଡି.ଜି.ପି.ଏସ-୬୧୬.୯୯୭) ଅବଶିଷ୍ଟ କ୍ଷେତ୍ର-୩୯୧.୬୦୮- ପି. ଆର.ଏଫ.) ତା୨୧.୦୫.୧୯୬୩ ତା୨୧.୦୫.୧୯୬୩ ଠାରୁ ତା୨୦.୦୫.୨୦୩୩ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୬) ଦୈତାରୀ (କେନ୍ଦୁଝର ଓ ଯାଜପୁର) ଲୌହ ୮୪୬.୩୯୯୫ (ଡି.ଜି.ପି.ଏସ-୮୪୫.୨୦୩) ୧୭୧.୯୦୯ (ଡି.ଜି.ପି.ଏସ-୧୭୨.୮୦୫) ୧୦୧୮.୩୦୮୫ (ଡି.ଜି.ପି.ଏସ-୧୦୧୮.୦୦୮) ତା୨୭.୦୧.୧୯୬୬ ତା୨୭.୦୧.୧୯୬୬ ଠାରୁ ତା୨୬.୦୧.୨୦୩୬ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୭) କୁରୁମିତାର (ସୁନ୍ଦରଗଡ) ଲୌହ ଓ ମାଙ୍ଗାନିଜ ୬୫୧.୮୨୬ (ଡି.ଜି.ପି.ଏସ- ୬୫୧.୮୩୩) -- ୬୫୧.୮୨୬ (ଡି.ଜି.ପି.ଏସ- ୬୫୧.୮୩୩) ତା୨୯.୦୪.୧୯୬୫ ତା୨୯.୦୪.୧୯୬୫ ଠାରୁ ତା୨୮.୦୪.୨୦୩୫ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୮) କୋଡିଙ୍ଗାମାଳି (କୋରାପୁଟ ଓ ରାୟଗଡା) ବକ୍ସାଇଟ ୪୨୮.୦୭୫ -- ୪୨୮.୦୭୫ ତା୧୦.୦୧.୨୦୧୭ ତା୧୦.୦୧.୨୦୧୭ ଠାରୁ ତା୦୯.୦୧.୨୦୬୭ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୯) ତିରିଙ୍ଗପାହାଡ (କେନ୍ଦୁଝର) ଲୌହ ୭୯.୩ (ଡି.ଜି.ପି.ଏସ-୭୯.୧୮୨) -- ୭୯.୩ (ଡି.ଜି.ପି.ଏସ-୭୯.୧୮୨) ତା୨୪.୦୮.୧୯୬୪ ତା୨୪.୦୮.୧୯୬୪ ଠାରୁ ତା୨୩.୦୮.୨୦୩୪ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୧୦) ଗୁଆଲି (କେନ୍ଦୁଝର) ଲୌହ     ୩୬୫.୦୨୬ ତା୧୨.୦୧.୨୦୨୧ ତା୧୨.୦୧.୨୦୨୧ ଠାରୁ ତା୨୧୧.୦୧.୨୦୩୧ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୧୧) ଜିଲିଙ୍ଗ-ଲଙ୍ଗଲୋଟା (କେନ୍ଦୁଝର) ଲୌହ     ୪୫୬.୧ ତା୧୧.୦୧.୨୦୨୧ ତା୧୧.୦୧.୨୦୨୧ ଠାରୁ ତା୧୦.୦୧.୨୦୩୧ ପର୍ଯ୍ୟନ୍ତ କାର୍ଯ୍ୟଶୀଳ
୧୨) କୋହ୍ଳା-ରୋଇଡା (ରୋଇଡା-ସି) କେନ୍ଦୁଝର ଲୌହ ଓ ମାଙ୍ଗାନିଜ ୧୯୨.୮୧ -- ୧୯୨.୮୧ ତା୩୦.୧୨.୧୯୮୫ ତା୦୮.୦୨.୧୯୭୭ ଠାରୁ ତା୦୭.୦୨.୨୦୨୭ ପର୍ଯ୍ୟନ୍ତ ଆଇ.ଡି.ସିଙ୍କ ଦ୍ଵାରା କାର୍ଯ୍ୟଶୀଳ ।
୧୩) କାଳିଆପାଣି(ଯାଜପୁର) କ୍ରୋମାଇଟ ୭୫୧.୩୪ ୨୧୯.୯୦୫ ୯୭୧.୨୪୫ ତା୦୮.୦୭.୨୦୬୭ ତା୦୮.୦୭.୧୯୬୭ ଠାରୁ ତା୦୭.୦୭.୨୦୩୭ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜେକ୍ୟୁଟ୍ ହୋଇନାହିଁ ) ତା୦୮.୦୭.୨୦୦୭ ଠାରୁ କାର୍ଯ୍ୟଶୀଳ ନାହିଁ ।
୧୪) କାଠପାଳ(ଢେଙ୍କାନାଳ) କ୍ରୋମାଇଟ ୧୭୬.୬୯ ୮୭.୭୭୬ ୨୬୪.୪୬୬ ତା୧୦.୦୨.୧୯୬୯ ତା୧୦.୦୨.୧୯୬୯ ଠାରୁ ତା୦୯.୦୨.୨୦୩୯ ପର୍ଯ୍ୟନ୍ତ (ଏସ.ଏଲ.ଡି ଏକଜେକ୍ୟୁଟ୍ ହୋଇନାହିଁ ) ତା୦୧.୦୨.୨୦୦୯ ଠାରୁ କାର୍ଯ୍ୟଶୀଳ ନାହିଁ ।
୧୫) କଲରଙ୍ଗୀ (ଯାଜପୁର) କ୍ରୋମାଇଟ ୭୦୦.୧୨ ୨୩୬.୧ ୯୩୬.୨୨ ତା୦୯.୧୨.୧୯୬୬ ତା୦୯.୧୨.୧୯୬୬ ଠାରୁ ତା୦୮.୧୨.୨୦୩୬ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜେକ୍ୟୁଟ୍ ହୋଇନାହିଁ ) ତା୦୪.୧୨.୧୯୯୮ ଠାରୁ କାର୍ଯ୍ୟଶୀଳ ନାହିଁ ।
୧୬) ବାଂଶପାଣି (କେନ୍ଦୁଝର) ଲୌହ ୧୮୭.୭୫୩ (ଡି.ଜି.ପି.ଏସ-୧୮୪.୯୨୧) ୧୯୨.୬୪୭ (ଡି.ଜି.ପି.ଏସ-୧୯୬.୪୯୬) ୩୮୦.୪ (ଡି.ଜି.ପି.ଏସ-୩୮୧.୪୧୭) ତା୨୧.୦୫.୧୯୬୬ ତା୨୧.୦୫.୧୯୬୬ ଠାରୁ ତା୨୦.୦୫.୨୦୩୬ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ତା୩୦.୦୬.୨୦୦୪ ଠାରୁ କାର୍ଯ୍ୟଶୀଳ ନାହିଁ ।
୧୭) ଖଣ୍ଡବନ୍ଧ (କେନ୍ଦୁଝର) ଲୌହ ୩୪୫.୧୮୯(ଡି.ଜି.ପି.ଏସ- ୩୦୭.୩୨୩) ୨୧.୧୨୨ (ଡି.ଜି.ପି.ଏସ-୫୯.୩୬୮) ୩୬୬.୩୧୧ ((ଡି.ଜି.ପି.ଏସ- ୩୬୬.୬୯୧) ତା୩୦.୧୧.୧୯୬୩ ତା୩୦.୧୧.୧୯୬୩ ଠାରୁ ତା୨୯.୧୧.୨୦୩୩ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ତା୦୫.୦୧.୨୦୧୦ଠାରୁ କାର୍ଯ୍ୟଶୀଳ ନାହିଁ ।
୧୮) ବି. ପି. ଜେ.(କେନ୍ଦୁଝର) ଲୌହ ୩୬୬.୪୬୫ (ଡି.ଜି.ପି.ଏସ- ୩୬୨.୧୮୦) ୪୯୫.୦୫୬ (ଡି.ଜି.ପି.ଏସ- ୪୯୯.୮୨୧) ୮୬୧.୫୨୧ ଏଚ (ଡି.ଜି.ପି.ଏସ- ୮୬୨.୦୦୧) ତା୨୭.୦୨.୧୯୭୦ ତା୨୭.୦୨.୧୯୭୦ ଠାରୁ ତା୨୬.୦୨.୨୦୨୦ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ସରକାରଙ୍କୁ ଅନୁରୋଧ କରାଯାଇଛି ତା୨୬.୦୨.୨୦୪୦ ପର୍ଯ୍ୟନ୍ତ ଆଉଥରେ ବୃଦ୍ଧି କରିବାପାଇଁ । ତା୦୭.୧୦.୨୦୦୮ ଠାରୁ କାର୍ଯ୍ୟଶୀଳ ନାହିଁ ।
୧୯) ମହାପର୍ବତ(କେନ୍ଦୁଝର) ଲୌହ ୬୮ -- ୬୮ (ଡି.ଜି.ପି.ଏସ- ୬୮.୦୯୧) ତା୦୯.୦୬.୨୦୦୮ ତା୦୯.୦୬.୨୦୦୮ ଠାରୁ ତା୦୮.୦୬.୨୦୫୮ ପର୍ଯ୍ୟନ୍ତ (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ନିଷ୍ପାଦନ ପରଠାରୁ କାର୍ଯ୍ୟଶୀଳ ନାହିଁ ।
୨୦) କୋଇଡା-ଭଞ୍ଜପାଲି (ସୁନ୍ଦରଗଡ) ଲୌହ ୯୯.୯୬୩ ୪୧.୨୭୨ ୧୪୧.୨୩୫ ତା୦୬.୦୪.୧୯୮୭ (ତା୭.୦୫.୧୯୮୨ ଠାରୁ) ତା୦୭.୦୫.୧୯୮୨ ଠାରୁ ତା୦୬.୦୫.୨୦୩୨ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ତା ୦୯.୦୯.୨୦୦୭ ଠାରୁ କାର୍ଯ୍ୟଶୀଳ ନାହିଁ ।
୨୧) କୋଇଡା-କାଶିରା (ସୁନ୍ଦରଗଡ) ଲୌହ ୨୩୧.୬୭ ୧୮୬.୬୮୫ ୪୧୮.୩୫୫ ତା୧୩.୧୦.୧୯୭୬ ତା୧୩.୧୦.୧୯୭୬ ଠାରୁ ତା୧୨.୧୦.୨୦୨୬ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ତା ୦୯.୦୯.୨୦୦୭ ଠାରୁ କାର୍ଯ୍ୟଶୀଳ ନାହିଁ ।
୨୨) ରନ୍ଥା (ସୁନ୍ଦରଗଡ) ଲୌହ ୨୬୮.୮୪ (ଡି.ଜି.ପି.ଏସ-୪୦୮.୮୩୨- ସରେଣ୍ଡରଡ + ରିଟେଣ୍ଡ)   268.84 (ଡି.ଜି.ପି.ଏସ-୪୦୮.୮୩୨- ସରେଣ୍ଡରଡ ପ୍ଲସ ରିଟେଣ୍ଡ) ତା ୩୧.୧୨.୧୯୬୮ ତା୩୧.୧୨.୧୯୬୮ ଠାରୁ ତା୩୦.୧୨.୨୦୩୮ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ୧୯୯୭ ମସିହା ଠାରୁ କାର୍ଯ୍ୟଶୀଳ ନାହିଁ ।
୨୩) ସାକ୍ରାଡ଼ିହି- ଦୁବୁନା (କେନ୍ଦୁଝର) ଲୌହ ଏବଂ ମାଙ୍ଗାନିଜ ୧୨୪୩.୨୭ (ଡି.ଜି.ପି.ଏସ-୧୨୦୫.୦୭) ୮୮.୭୪୯ (ଡି.ଜି.ପି.ଏସ-୧୨୬.୪୭୮) ୧୩୩୨.୦୧୯ (ମିଶ୍ରିତ କ୍ଷେତ୍ର) (ଡି.ଜି.ପି.ଏସ-୧୩୩୧.୫୪୯) ସାକ୍ରାଡ଼ିହି--ତା୨୮.୧୨.୧୯୫୯ ଦୁବୁନା--ତା୦୮.୦୯.୧୯୭୧ ତା୨୮.୧୨.୧୯୫୯ ଠାରୁ ତା୨୭.୧୨.୨୦୨୯ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ଏପ୍ରିଲ ୨୦୦୬ ଠାରୁ କାର୍ଯ୍ୟଶୀଳ ନାହିଁ ।
୨୪) ସେରେଣ୍ଡା-ଭଦ୍ରାସାହି, (କେନ୍ଦୁଝର) ଲୌହ ଓ ମାଙ୍ଗାନିଜ ୧୦୮୬.୭୫୬ (ଡି.ଜି.ପି.ଏସ-୧୦୭୮.୨୯୨୨) ୬୪୭.୮୧୪ (ଡି.ଜି.ପି.ଏସ-୬୫୬.୫୮୬୬) ୧୭୩୪.୫୭ (ଡି.ଜି.ପି.ଏସ-୧୭୩୪.୮୭୮୮) ତା୩୦.୦୮.୧୯୮୬ ତା୩୦.୦୮.୧୯୮୬ ଠାରୁ ତା୨୯.୦୮.୨୦୩୬ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ତା ୩୧.୧୨.୨୦୦୯ ଠାରୁ କାର୍ଯ୍ୟଶୀଳ ନାହିଁ ।
୨୫) ଦଲକି (କେନ୍ଦୁଝର) ଲୌହ ଓ ମାଙ୍ଗାନିଜ ୨୪୬.୫୨୪ (ଡି.ଜି.ପି.ଏସ-୧୮୩.୫୪୧) ୧୮.୭୬୬ (ଡି.ଜି.ପି.ଏସ-୧୧.୬୪୨) ୨୬୫.୨୯ (ଡି.ଜି.ପି.ଏସ-୧୯୫.୧୮୩) ତା୧୯.୧୧.୧୯୮୮ ତା୦୭.୦୮.୧୯୭୬ ଠାରୁ ତା୦୬.୦୮.୨୦୨୬ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ୧୯୯୭-୯୮ ମସିହା ଠାରୁ କାର୍ଯ୍ୟଶୀଳ ନାହିଁ ।
୨୬) ନିଶିଖଲ (ରାୟଗଡା) ମାଙ୍ଗାନିଜ ୪୫୫.୦୨ (ଡି.ଜି.ପି.ଏସ- ୪୪୦.୩୧୩) ୪୬.୬୫ (ଡି.ଜି.ପି.ଏସ-୬୨.୭୩୬)) ୫୦୧.୬୭ (ଡି.ଜି.ପି.ଏସ-୫୦୩.୦୪୯) ତା୨୮.୦୬.୧୯୬୪ ତା୨୮.୦୬.୧୯୬୪ ଠାରୁ ତା୨୭.୦୬.୨୦୩୪ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ୧୯୯୭-୯୮ ମସିହା ଠାରୁ କାର୍ଯ୍ୟଶୀଳ ନାହିଁ ।
୨୭) ରୋଇଡା-୭୮ (କେନ୍ଦୁଝର) ମାଙ୍ଗାନିଜ ୭୮.୭୧୧ (ଡି.ଜି.ପି.ଏସ- ୭୮.୭୦୧) -- ୭୮.୭୧୧ (ଡି.ଜି.ପି.ଏସ-୭୮.୭୦୧) ତା୨୫.୦୪.୧୯୮୧ ତା୨୫.୦୪.୧୯୮୧ ଠାରୁ ତା୨୪.୦୪.୨୦୩୧ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ଖଣି ନିର୍ବାହ ପରଠାରୁ କାର୍ଯ୍ୟ କରୁନାହିଁ ।
୨୮) ପାର୍ଲିପଡା (କେନ୍ଦୁଝର) ମାଙ୍ଗାନିଜ ୮୪.୧୮୮ (ଡି.ଜି.ପି.ଏସ- ୮୨.୨୧୮) ୨୦.୬୭୨ (ଡି.ଜି.ପି.ଏସ- ୨୧.୯୪୧) ୧୦୪.୮୬ (ଡି.ଜି.ପି.ଏସ- ୧୦୪.୧୫୯) ତା୨୫.୦୪.୧୯୮୧ ତା ୨୫.୦୪.୧୯୮୧ ଠାରୁ to ତା ୨୪.୦୪.୨୦୩୧ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ଖଣି ନିର୍ବାହ ପରଠାରୁ କାର୍ଯ୍ୟ କରୁନାହିଁ ।
୨୯) ଅମ୍ପାଭେଲି (କୋରାପୁଟ) ଚୁନପଥର ୪୦୦.୬୪୯ ୯୦୦.୧୪୧ ୧୩୦୦.୭୯ ତା୨୦.୦୮.୧୯୭୫ ତା୨୦.୦୮.୧୯୭୫ ଠାରୁ ତା୧୯.୦୮.୨୦୨୫ ପର୍ଯ୍ୟନ୍ତ । (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ତା ୧୯.୦୬.୨୦୧୦ ଠାରୁ କାର୍ଯ୍ୟଶୀଳ ନାହିଁ ।
୩୦) ବଣିଆପଙ୍କ (କେନ୍ଦୁଝର) କ୍ରୋମାଇଟ ୨୯୫.୩୮୯ (ଡି.ଜି.ପି.ଏସ- ୨୪୪.୪୮୮) ୧୨୮୭.୪୪୪ (ଡି.ଜି.ପି.ଏସ- ୧୩୩୮.୩୭୩) ୧୫୮୨.୮୩୩ (ଡି.ଜି.ପି.ଏସ- ୧୫୮୨.୮୬୧) ରିଟେନ--୯୭୦.୨୫୬ ଏବଂ ପ୍ରସ୍ତାବିତ ସରେଣ୍ଡର --୬୧୨.୬୦୫ । ତା୧୫.୦୧.୧୯୮୬ ତା୧୫.୦୧.୧୯୮୬ ଠାରୁ ତା୧୪.୦୧.୨୦୦୬ ପର୍ଯ୍ୟନ୍ତ (ସରକାରଙ୍କୁ ଅନୁରୋଧ କରାଯାଇଛି ଖଣିପଟ୍ଟାର ଅବଧି ତା ୧୪.୦୧.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ) । ଖଣି ନିର୍ବାହ ପରଠାରୁ କାର୍ଯ୍ୟ କରୁନାହିଁ । ପାର୍ଟ ସରେଣ୍ଡର ଆପ୍ଲାଏଡ ।
୩୧) ବେସ୍ ଅଫ ମହାଗିରି (ଯାଜପୁର) କ୍ରୋମାଇଟ ୧୮୫.୮୧ -- ୧୮୫.୮୧ ତା୦୯.୦୯.୧୯୭୦ ତା ୦୯.୦୯.୧୯୭୦ ଠାରୁ ତା ୦୮.୦୯.୨୦୪୦ ପର୍ଯ୍ୟନ୍ତ (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ଖଣି ନିର୍ବାହ ପରଠାରୁ କାର୍ଯ୍ୟ କରୁନାହିଁ । ସରେଣ୍ଡର ପ୍ରସ୍ତାବ ପ୍ରେରିତ ।
୩୨) ବିରାଶାଳ(ଢେଙ୍କାନାଳ) କ୍ରୋମାଇଟ ୫୦୪.୩ ୭୮.୭୨୧ ୫୮୩.୦୨୧ ତା ୦୪.୧୧.୧୯୭୬ ତା ୦୪.୧୧.୧୯୭୬ ଠାରୁ ତା ୦୩.୧୧.୨୦୨୬ ପର୍ଯ୍ୟନ୍ତ (ଏସ.ଏଲ.ଡି ଏକଜିକ୍ୟୁଟ୍ ହୋଇନାହିଁ ) ୧୯୯୫-୯୬ ମସିହା ଠାରୁ କାର୍ଯ୍ୟଶୀଳ ନାହିଁ । ସରେଣ୍ଡର ପ୍ରସ୍ତାବ ପ୍ରେରିତ ।
୩୩) ବଉଳା (କେନ୍ଦୁଝର) କ୍ରୋମାଇଟ ୨୦୭.୩୬ -- ୨୦୭.୩୬ ତା ୦୭.୦୮.୧୯୬୫ ତା ୦୭.୦୮.୧୯୬୫ ଠାରୁ ତା ୦୬.୦୮.୧୯୮୫ ପର୍ଯ୍ୟନ୍ତ (ସରକାରଙ୍କୁ ଅନୁରୋଧ କରାଯାଇଛି ଖଣିପଟ୍ଟାର ଅବଧି ତା ୦୬.୦୮.୨୦୩୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ) । ଖଣି ନିର୍ବାହ ପରଠାରୁ କାର୍ଯ୍ୟ କରୁନାହିଁ । ସରେଣ୍ଡର ପ୍ରସ୍ତାବ ପ୍ରେରିତ ।
୩୪) ବୁଢାପଡା (ନୂଆପଡା) ରତ୍ନପଥର (ଗାର୍ନେଟ) -- ୩୩.୯୫ ୩୩.୯୫ ତା ୧୪.୦୬.୧୯୯୩ ତା ୧୪.୦୬.୧୯୯୩ ଠାରୁ ତା ୧୩.୦୬.୨୦୦୩ ପର୍ଯ୍ୟନ୍ତ ଖଣି ନିର୍ବାହ ପରଠାରୁ କାର୍ଯ୍ୟ କରୁନାହିଁ । ସରେଣ୍ଡର ପ୍ରସ୍ତାବ ପ୍ରେରିତ ।

 

ANNEXURE-B

ଅନୁଦାନପ୍ରାପ୍ତ ପ୍ରସପେକଟିଙ୍ଗ ଲାଇସେନ୍ସ ଗୁଡିକର ତାଲିକା / ଓଡିଶା ଖଣି ନିଗମ ଦ୍ଵାରା
ନିଷ୍ପାଦିତ  ତତସହିତ ସେଗୁଡିକର ବର୍ତ୍ତମାନର ସ୍ଥିତି (ମାର୍ଚ୍ଚ -୨୦୨୧ ପର୍ଯ୍ୟନ୍ତ)
କ୍ର:ନଂ ପି.ଏଲର ନାମ (ଜିଲ୍ଲା) ଅନ୍ଵେଷଣ କରିବାକୁ ଥିବା ଖଣିଜ  କ୍ଷେତ୍ର (ହେକ୍ଟରରେ)  ପି.ଏଲ. ଦରଖାସ୍ତର ତାରିଖ  ପି.ଏଲ.ମଞ୍ଜୁରୀର 
ତାରିଖ 
ପି.ଏଲର ନିଷ୍ପାଦନ ତାରିଖ  ନବୀକରଣ ପି.ଏଲର ନିଷ୍ପାଦନ ତାରିଖ 
 ଜଙ୍ଗଲ   ଅଣ-ଜଙ୍ଗଲ  ସମୁଦାୟ
୧) କାଳିଆପାଣି-ବ୍ଲକ୍-I
(ଯାଜପୁର)
 କ୍ରୋମାଇଟ ୨୩୯.୭୦୯ ୨.୫୫୬ ୨୪୨.୨୬୫ ତା ୧୭.୦୮.୨୦୧୫ ତା ୧୧.୦୩.୨୦୧୬ ତା ୨୦.୦୪.୨୦୧୭
(୩ ବର୍ଷ ପାଇଁ ) 
ତା ୨୦.୦୭.୨୦୨୦ (୨ ବର୍ଷ ପାଇଁ )
୨) କାଳିଆପାଣି-ବ୍ଲକ୍-II
(ଯାଜପୁର)
 କ୍ରୋମାଇଟ ୧୫୨.୯୯୬ ୦.୫୭୫ ୧୫୩.୫୭୧ ତା ୧୭.୦୮.୨୦୧୫ ତା ୧୧.୦୩.୨୦୧୬ ତା ୨୦.୦୪.୨୦୧୭   (୩ ବର୍ଷ ପାଇଁ ) ତା ୨୦.୦୭.୨୦୨୦ (୨ ବର୍ଷ ପାଇଁ )
୩) କାଳିଆପାଣି-ବ୍ଲକ୍-III
(ଯାଜପୁର)
 କ୍ରୋମାଇଟ ୩୮.୭୨୧ ୦.୦୩୬ ୩୮.୭୫୭ ତା ୧୭.୦୮.୨୦୧୫  ତା ୩୦.୦୧.୨୦୧୬ ତା ୨୦.୦୪.୨୦୧୭   (୩ ବର୍ଷ ପାଇଁ ) ତା ୨୦.୦୭.୨୦୨୦ (୧ ବର୍ଷ ପାଇଁ )
 ୪) ଶାଶୁବୋହୁମାଳୀ (ରାୟଗଡା)  ବକ୍ସାଇଟ ୧୪୮୭.୯୦୫ ୨୭୩୭.୧୭୯ ୪୨୨୫.୦୮୪ ତା ୦୪.୦୯.୨୦୧୫ ତା ୨୭.୧୦.୨୦୧୬/ ଅନୁଦାନ ଓ ନିଷ୍ପାଦନ ଆଦେଶ ୧୬.୦୭.୧୯  ୨ ବର୍ଷ ପାଇଁ  ତା ୨୪.୦୯.୨୦୧୯ (୨ ବର୍ଷ ପାଇଁ )  --