ଉତ୍ତମ ପ୍ରଦର୍ଶନ ଯୋଗୁଁ ବିଗତ କିଛି ବର୍ଷ ଧରି ଓଏମ୍ସି ଲାଭ କରିଆସୁଛି । ଏଥିଯୋଗୁଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ରାଜକୋଷକୁ ଓଏମ୍ସିର ଆର୍ଥିକ ଅବଦାନ ରହୁଛି ।
ଓଏମ୍ସିର ବାର୍ଷିକ ଅନୁଧ୍ୟାନ ରିପୋର୍ଟ ଏଠାରେ ପ୍ରଦାନ କରାଯାଇଛି ।
ଓଏମ୍ସିର ସମସ୍ତ ଆର୍ଥିକ ସୂଚନା, ସକାରକାରଙ୍କୁ ପ୍ରଦାନ କରାଯାଇଥିବା ଅର୍ଥ ଏବଂ ବଜେଟ୍ ବ୍ୟବସ୍ଥା ଓ ବିଗତ ୫ବର୍ଷର ବାସ୍ତବ ପ୍ରଦର୍ଶନ ନିମ୍ନରେ ପ୍ରଦାନ କରାଗଲା ।