Web Mail | RTI | BE-CIP | Contact Us | Election Commission of India | Voter Helpline |English

 

ଓଏମ୍‍ସିର ଆର୍ଥିକ ପ୍ରଦର୍ଶନ

ଉତ୍ତମ ପ୍ରଦର୍ଶନ ଯୋଗୁଁ ବିଗତ କିଛି ବର୍ଷ ଧରି ଓଏମ୍‍ସି ଲାଭ କରିଆସୁଛି । ଏଥିଯୋଗୁଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ରାଜକୋଷକୁ ଓଏମ୍‍ସିର ଆର୍ଥିକ  ଅବଦାନ ରହୁଛି ।

ଓଏମ୍‍ସିର ବାର୍ଷିକ ଅନୁଧ୍ୟାନ ରିପୋର୍ଟ ଏଠାରେ ପ୍ରଦାନ କରାଯାଇଛି ।

ଓଏମ୍‍ସିର ସମସ୍ତ ଆର୍ଥିକ  ସୂଚନା, ସକାରକାରଙ୍କୁ ପ୍ରଦାନ କରାଯାଇଥିବା ଅର୍ଥ ଏବଂ ବଜେଟ୍‍ ବ୍ୟବସ୍ଥା ଓ ବିଗତ ୫ବର୍ଷର ବାସ୍ତବ ପ୍ରଦର୍ଶନ ନିମ୍ନରେ ପ୍ରଦାନ କରାଗଲା ।

 

 

ବିଗତ ପାଞ୍ଚବର୍ଷ ମଧ୍ୟରେ ଓଏମ୍‍ସିର ଆର୍ଥିକ ପ୍ରଦର୍ଶନ

(କୋଟି ଟଙ୍କାରେ)

ବର୍ଷ ମୋଟ୍‍ ବ୍ୟବସାୟ ଅନ୍ୟ  ଆୟ  ମୋଟ୍‍  ବ୍ୟାପକ ଖର୍ଚ   ମୋଟ୍‍
ବ୍ୟୟ  
ଟିକସ ପରେ ଲାଭ ଲାଭ ମୋଟାମୋଟି ଗଚ୍ଛିତ ଏବଂ ବଳକା ନୂତନ  ମୂଲ୍ୟ  କାର୍ଯ୍ୟଶୀଳ  ପୁଞ୍ଜି 
2020-21 5587.09 282.61 3461.17 2408.53 1586.27 1584.11 6562.09 6576.65 4090.99
2019-20 4092.95 287.47 3243.12 1137.3 728.72 671.78 5978.79 6010.25 3510.49
2018-19 4052.04 435.65 3228.10 1259.59 789.88 780.85 5608.40 5639.85 3796.12
2017-18 2853.09 314.29 4030.91 -863.53 -463.48 -436.81 5430.33 5461.78 3162.60
2016 - 17 2331.43 374.14 1385.06 1320.51 776.39 770.24 5867.13 5898.59 4006.94

 

 

ବିଗତ ପାଞ୍ଚବର୍ଷ ମଧ୍ୟରେ ଓଏମ୍‍ସିର ଆର୍ଥିକ ପ୍ରଦର୍ଶନ

(କୋଟି ଟଙ୍କାରେ)

ବର୍ଷ ରୟାଲିଟି ରୟାଲିଟି ଉପରେ ଅତିରିକ୍ତ ଚାର୍ଜ ଡିଏମ୍‍ଏଫ୍‍ ଏନ୍‍ଏମ୍‍ଇଟି ଲାଭାଂଶ ଲାଭାଂଶ ବିତରଣ
କର
ବିକ୍ରୟ କର ଆୟ କର ଜିଏସଟି ମୋଟ
ସରକାରଙ୍କୁ ପରିଶୋଧ କରିବା
2020-21 1034.29 15.66 308.87 20.69 1000.00 0.00   759.34 525.98 3664.83
2019-20 879.29 - 263.79 17.59 250.00 51.39 0.00 372.23 233.67 2067.96
2018-19 892.15 - 267.64 17.84 500.00 102.77 0.00 256.23 447.00 2483.63
2017-18 505.94 - 149.82 9.99     36.57 130.00 185.83 1018.15
2016-17 348.88 - 103.76 6.92 500.00 101.79 115.13 473.65   1650.13
ସମୁଦାୟ 3660.55 15.66 1093.88 73.03 2250.00 255.95 151.07 1991.45 1392.48 10884.07

 

ବିଗତ ପାଞ୍ଚବର୍ଷ ମଧ୍ୟରେ ଓଏମ୍‍ସିର ବଜେଟ୍‍ ଓ ବାସ୍ତବତା ପ୍ରଦର୍ଶନ

(ଟଙ୍କା କୋଟିରେ)

ଆଇଟମ ବର୍ଷ
  2016-17 2017-18 2018-19 2019-20 2020-21
ମୋଟ୍‍ ବ୍ୟବସାୟ ବଜେଟ୍‍ 2245.7 2778.27 4065.39 4215.58 5458.21
ବାସ୍ତବତା 2331.43 2853.09 4052.04 4092.95 5587.09
ଅନ୍ୟାନ୍ୟ ବଜେଟ୍‍ 297.83 201.26 245.52 264.37 234.77
ବାସ୍ତବତା 374.14 314.29 435.65 287.47 282.61
ଖର୍ଚ ବଜେଟ୍‍ 1347.17 3621.81 3280.31 2950.94 3597.1
ବାସ୍ତବତା 1385.06 4030.91 3117.85 3243.12 3377.08
ଡ଼େପ୍ରେସିଏସନ ବଜେଟ୍‍ 7.47  101.98 103.51 123.54 138.49
ବାସ୍ତବତା 76.44 108.26 110.25 129.71 84.09
ଟିକସ ପୂର୍ବର ଲାଭ ବଜେଟ୍‍ 1188.88 -744.25 927.09 1405.47 1957.39
ବାସ୍ତବତା 1320.51 -863.53 1259.59 1137.30 2408.53

* Includes Compensation towards EC & FC for Rs. 2095.12 crore