Web Mail | RTI | BE-CIP | Contact Us | Election Commission of India | Voter Helpline |English

 

ଆମ ଇତିହାସ

ବର୍ଷକୁ ବର୍ଷ ଓଏମ୍‍ସିର ଅଭିବୃଦ୍ଧି

୨୦୧୫-୧୬

ଓଡିଶା ସରକାରଙ୍କୁ ଓଏମ୍‍ସିର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ବାବଦରେ ୫୦୦ କୋଟି ଟଙ୍କା ପ୍ରଦାନ

 

୨୦୧୪-୧୫

ଓଡିଶା ସରକାରଙ୍କୁ ଓଏମ୍‍ସିର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ବାବଦରେ ୫୦୦ କୋଟି ଟଙ୍କା ପ୍ରଦାନ

୨୦୧୩-୧୪

ଓଡିଶା ସରକାରଙ୍କୁ ଓଏମ୍‍ସିର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ବାବଦରେ ୫୦୦ କୋଟି ଟଙ୍କା ପ୍ରଦାନ

 

୨୦୧୨-୧୩

ଓଡିଶା ଖଣି ନିଗମ ଲିମିଟେଡକୁ ସ୍ୱର୍ଣ୍ଣ ପର୍ଯ୍ୟାୟ ରାଜ୍ୟ ସ୍ତରୀୟ ରାଷ୍ଟ୍ରାୟତ ସଂସ୍ଥର ମାନ୍ୟତା

୨୦୧୧-୧୨

ଓଏମ୍‍ସି ପରିଚାଳିତ ବିଦ୍ୟାଳୟରେ ମଲ୍ଟି ମିଡିଆ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ

୨୦୧୦-୧୧

ଓଏମ୍‍ସିର ବ୍ୟବସାୟ ସର୍ବାଧିକ ୨୭୫୬ କୋଟି ଟଙ୍କାକୁ ଟପିଯାଇଥିଲା

୨୦୦୬-୦୭

ଓଏମ୍‍ସିର କାରବାର ୧୦୦୦ କୋଟି ଟଙ୍କାକୁ ଟପିଥିଲା

୨୦୦୫

ଏଣ୍ଟରପ୍ରାଇଜ ରିସୋର୍ସ ପ୍ଲାନିଂ (ଇଆରପି) ପ୍ୟାକେଜ ମ୍ୟାନେଜମେଣ୍ଟ ଟୁଲ୍‍ ପ୍ରଚଳନ ଲାଗି ୨୦୦୬-୦୭ ବର୍ଷରେ ଓଏମ୍‍ସି ସ୍ୱର୍ଣ୍ଣ ମୟୁର ପୁରସ୍କାର ଗ୍ରହଣ କରିଥିଲା ।

୨୦୦୭

ଆଇଏସ୍‍ଓ ୧୪୦୦୧ : ୨୦୦୪ ସାର୍ଟିଫିକେଟ ହାସଲ

୨୦୦୩

ଆଇଏସ୍‍ଓ ୯୦୦୧:୨୦୦୦ ସାର୍ଟିଫିକେଟ ହାସଲ

୧୯୯୬

ପ୍ରଥମଥର ଲାଗି କ୍ରୋମ କଂକ୍ରିଟ ରପ୍ତାନି

୧୯୯୫

କାଳିଆପାଣିରେ ସିଓବିପି କାର୍ଯ୍ୟକାରୀ

୧୯୮୯-୯୦

ଓଏମ୍‍ସିର ବ୍ୟବସାୟ ୧୦୦ କୋଟି ଟଙ୍କାକୁ ଅତିକ୍ରମ

୧୯୭୯

ଦୈତାରୀ ଠାରେ ସମ୍ପୂର୍ଣ୍ଣ ଯାନ୍ତ୍ରିକ ପଦ୍ଧତିରେ ଖଣି ଖନନ ସହିତ ଦୀର୍ଘ କନଭେୟର ବ୍ୟବସ୍ଥା କାର୍ଯ୍ୟକାରୀ

୧୯୭୭

ପ୍ରଥମ ଥର ପାଇଁ ମାଙ୍ଗାନିଜ ପଥର ରପ୍ତାନି

୧୯୭୬

ପ୍ରଥମ ଥର ପାଇଁ କ୍ରୋମ ପଥର ରପ୍ତାନି

୧୯୭୫-୭୬

ଓଏମ୍‍ସିର କାରବାର ୧୦ କୋଟି ଟଙ୍କାକୁ ଅତିକ୍ରମ

୧୯୭୪

ଦୈତାରୀ ଖଣିରେ ଓର୍‍ ହ୍ୟାଣ୍ଡେଲିଂ ପ୍ଲାଣ୍ଟ (ଓଏଚ୍‍ପି)ର କାର୍ଯ୍ୟକାରୀ

୧୯୭୧

ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରୁ ଖନନ ଆରମ୍ଭ

୧୯୬୭-୬୮

ଓଏମ୍‍ସିର କାରବାର ଏକ କୋଟି ଟଙ୍କାକୁ ଅତିକ୍ରମ

୧୯୬୬-୬୭

ପ୍ରଥମ ଥର ପାଇଁ କ୍ରୋମ ପଥର ବିକ୍ରି

୧୯୬୬

ଦୈତାରୀ ଲୁହାପଥର ଖଣି ଖନନ ପାଇଁ ଲିଜ୍‍ ମିଳିବା ସହିତ ଖନନ ଆରମ୍ଭ

୧୯୬୪-୬୫

ପ୍ରଥମ ଥର ପାଇଁ ମାଙ୍ଗାନିଜ ପଥର ବିକ୍ରି

୧୯୬୧

ରାଜ୍ୟର ନିଜସ୍ୱ ନିଗମର ମାନ୍ୟତା (୧୭-୧୧-୧୯୬୧)

୧୯୬୧

କେନ୍ଦୁଝର ଜିଲ୍ଲା ଉଲିବୁର ଠାରେ ପ୍ରଥମ ମାଙ୍ଗାନିଜ ଖଣି ଅଧିଗ୍ରହଣ

୧୯୫୭-୫୮

ପ୍ରଥମ ଥର ପାଇଁ ଲୁହାପଥର ବିକ୍ରି । ପ୍ରଥମ ବର୍ଷ ୪,୨୦,୦୦୦ ଟଙ୍କାର କାରବାର ମଧ୍ୟରୁ ଓଏମ୍‍ସିର ଲାଭ ଥିବା ୨୦,୦୦୦ ଟଙ୍କା ।

୧୯୫୭

କଟକ ଜିଲ୍ଲାର ଟୁଙ୍ଗେଇସାଣି ଠାରେ ପ୍ରଥମ ଲୁହାପଥର ଲିଜ୍‍ ଏବଂ ଉତ୍ପାଦନ ଆରମ୍ଭ

୧୯୫୭

କଟକ ଜିଲ୍ଲାର ଟୁଙ୍ଗେଇସାଣି ଓ ମୟୁରଭଞ୍ଜ ଜିଲ୍ଲାର ମହାରାଜପୁର ଠାରେ ପ୍ରଥମ ଖଣି କାର୍ଯ୍ୟ ଆରମ୍ଭ

୧୯୫୬

ଭାରତ ସରକାର ଓ ଓଡିଶା ସହକାରଙ୍କ ମିଳିତ ସହଯୋଗରେ ୧୬-୦୫-୧୯୫୬ ରେ ଯୌଥ କମ୍ପାନୀ ଭାବେ ଓଏମ୍‍ସିର ଜନ୍ମ