Web Mail | RTI | BE-CIP | Contact Us | Election Commission of India | Voter Helpline |English

 

ଖଣି ସ୍ଥିତି

ଓଡିଶା ଖଣି ନିଗମ ନିକଟରେ ବର୍ତ୍ତମାନ ୩୪ଟି ଖଣିର ପଟ୍ଟା ରହିଛି । ଏଥି ମଧ୍ୟରେ ୧୧ଟି କ୍ରୋମାଇଟ୍‍, ୧୧ଟି ଲୁହାପଥର, ୫ଟି ଲୁହାପଥର ଓ ମାଙ୍ଗାନିଜ୍‍, ୩ଟି ମାଙ୍ଗାନିଜ, ଗୋଟିଏ ଚୂନପଥର, ୨ଟି ରତ୍ନପଥର ଓ ଗୋଟିଏ ବକ୍ସାଇଟ୍‍ ଖଣି ରହିଛି ।

ଓଏମ୍‍ସି ଇତି ମଧ୍ୟରେ ବକ୍ସାଇଟ୍‍ ଖଣି ପଟ୍ଟା ପାଇଁ ଆବେଦନ କରିଛି ଯାହାକି ସରକାରଙ୍କ ନିକଟରେ ରହିଛି ।

ଏଥି ସହିତ ଓଏମ୍‍ସିକୁ ୩ଟି କ୍ରୋମାଇଟ୍‍ ଖଣି ପାଇଁ ୩ଟି ପ୍ରସ୍‍ପେକ୍ଟିଂ ଲାଇସେନ୍ସ ମିଳିବା ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏଥିରୁ ଉତ୍ତୋଳନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ଓଏମ୍‍ସି ପକ୍ଷରୁ ବକ୍ସାଇଟ୍‍ ଖଣି ଲାଗି ଆଉ ଦୁଇଟି ପ୍ରସ୍‍ପେକ୍ଟିଂ ଲାଇସେନ୍ସ ପାଇଁ ଆବେଦନ ହୋଇଛି ।

 

ANNEXURE-A

ଓଏମ୍‍ସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଲିଜ୍‍ ଖଣିର ତାଲିକା ସହିତ ବର୍ତ୍ତମାନର ସ୍ଥିତି (ମାର୍ଚ୍ଚ ୨୦୧୮)

 

କ୍ରମିକ ନମ୍ବର No ଖଣିର ନାମ (ଜିଲ୍ଲା) ଖଣିଜ & ସମ୍ପଦ (ନିୟୁତ ଟନ୍‍ରେ) ହେକ୍ଟର ପରିମିତ ଅଞ୍ଚଳ କାର୍ଯ୍ୟ ସମ୍ପାଦନ ତାରିଖ ଲିଜ୍‍ ଅବଧି ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଦ୍ୱାରା ୩.୧୨.୨୦୧୫ରେ ଜାରି ବିଜ୍ଞପ୍ତି ଅନୁଯାୟୀ ଖଣିଜ ସମ୍ପଦ (ସରକାରୀ କମ୍ପାନୀ ଦ୍ୱାରା ଖନନ) ନିୟମ, ୨୦୧୫ ଅନୁଯାୟୀ ଲିଜ୍‍ର ସ୍ଥିତି
Forest Non-Forest Total
ସାଉଥ କାଳିଆପାଣି (ଯାଜପୁର) କ୍ରୋମାଇଟ୍‍(୧୫.୦୧) ୪୨୫.୩୯୮ ୧୨୭.୦୫୯ ୫୫୨.୪୭୫ ୨୨.୧.୮୦ ୨୦ବର୍ଷ (ମୂଳ) (୨୨.୧.୧୯୮୦ ରୁ ୨୧.୧.୨୦୦୦) ୫୦ ବର୍ଷ (ନୂତନ) ୨୨.୧.୧୯୮୦ ରୁ ୨୧.୧.୨୦୩୦ ୧.୩.୧.୨୦୧୫ ରେ ଏସ୍‍ଏଲ୍‍ଡି କାର୍ଯ୍ୟସମମ୍ପାଦନ ହୋଇଥିବା ଲିଜ ଅବଧି ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି । . ୧୨.୮.୨୦୧୬ରେ ଏସଏଲଡି କାର୍ଯ୍ୟ ସମ୍ପାଦନ ହୋଇଥିବା ୫୦ବର୍ଷ ପାଇଁ ନୂତନ ବର୍ଦ୍ଧିତ ଲିଜ୍‍ ଅବଧି ୧.୪.୨୦୨୦ ରୁ ୨୧.୧.୨୦୩୦
ସୁକରଙ୍ଗି (ଯାଜପୁର) କ୍ରୋମାଇଟ (୧୪.୯୧) ୨୬୭.୨୧ ୧୧୫.୪୯୯ ୩୮୨.୭୦୯ ୨୦.୯.୮୦ ୨୦ ବର୍ଷ (ମୂଳ) (୨୦.୯.୧୯୮୦ ରୁ ୧୯.୯.୨୦୦୦) ୧. ୩.୧.୨୦୧୫ରେ କାର୍ଯ୍ୟ ସମ୍ପାଦନ ହୋଇଥିବା ଖଣି ଲିଜ୍‍ ଅବଧି ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି
ବାଙ୍ଗୁର(କେନ୍ଦୁଝର) କ୍ରୋମାଇଟ (୬.୬୨) -- ୧୩୯.୯୪ ୧୩୯.୯୪ ୦୨.୯.୭୫ ୧୪୫.୮୫ ହେକ୍ଟର ଅଞ୍ଚଳରେ ୨୦ବର୍ଷ (ମୂଳ) (୨.୯.୧୯୭୫ ରୁ ୧୯.୯.୧୯୯୫) ୫୦ ବର୍ଷ (ନୂତନ) ୨.୯.୧୯୭୫ ରୁ ୧.୯.୨୦୨୫ ୧. ୭.୧୦.୨୦୧୫ ରେ ଏସ୍‍ଏଲ୍‍ଡି କାର୍ଯ୍ୟସମ୍ପାଦନ ହୋଇଥିବା ଲିଜ ଅବଧି ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି ୨. ୨୩.୮.୨୦୧୬ରେ ଏସଏଲଡି କାର୍ଯ୍ୟ ସମ୍ପାଦନ ହୋଇଥିବା ୫୦ବର୍ଷି ପାଇଁ ନୂତନ ତାହାର ବର୍ଦ୍ଧିତ ଲିଜ୍‍ ଅବଧି ୧.୪.୨୦୨୦ ରୁ ୧.୯.୨୦୨୫
କାଳିଆପାଣି(ଯାଜପୁର) କ୍ରୋମାଇଟ (୧.୪୦୮) ୭୫୧.୩୪ ୨୧୯.୯୦୫ ୯୭୧.୨୪୫ ୮.୭.୬୭ ୨୦ବର୍ଷ (୮.୭.୧୯୬୭)ରୁ ୭.୭.୧୯୮୭) ୧. ୧st ୨୦ବର୍ଷ ପାଇଁ ୨୪.୫.୮୬ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୮.୭.୮୭ ରୁ ୭.୭.୨୦୦୭) ୨. ୨nd ୨୦ବର୍ଷ ପାଇଁ ୪.୭.୦୬ ରେ ଦ୍ୱିତୀୟ ଆରଏମ୍‍ଏଲ୍‍ ଆବେଦନ (୮.୭.୦୭ ରୁ ୭.୭.୨୦୨୭) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
କାଟପାହାଲ (ଢେଙ୍କାନାଳ) କ୍ରୋମାଇଟ (୦.୭୨୪) ୧୭୬.୬୯ ୮୭.୭୭୬ ୨୬୪.୪୬୬ ୧୦.୨.୬୯ ୩୮୬୮୭୯ ହେକ୍ଟର ଅଞ୍ଚଳରେ ୨୦ ବର୍ଷ (୧୦.୨.୧୯୬୯ ରୁ ୯.୨.୧୯୮୯) ୧.୨୦ବର୍ଷ ପାଇଁ ୬.୨.୮୮ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୧୦.୨.୮୯ ରୁ ୯.୨.୦୯),୨.୨୦ବର୍ଷ ପାଇଁ ୨୯.୧.୦୮ ରେ ଦ୍ୱିତୀୟ ଆରଏମ୍‍ଏଲ୍‍ ଦାଖଲ (୧୦.୨.୨୦୦୯ ରୁ ୯.୨.୨୦୨୯) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
କଲରଙ୍ଗି (ଯାଜପୁର) କ୍ରୋମାଇଟ୍‍(0.୬0୬) ୭00.୧୨ ୨୩୬.୧୦ ୯୩୬.୨୨ ୯.୧୨.୬୬ ୨୦ବର୍ଷ (୯.୧୨.୬୬ ରୁ ୬.୧୨.୧୯୮୬) ୧. ୨୦ବର୍ଷ ପାଇଁ ୩୦.୧୦.୧୯୮୫ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୯.୧୨.୮୬ ରୁ ୮.୧୨.୨୦୦୬), ୨. ୨୦ବର୍ଷ ପାଇଁ ୨୯.୧୧.୨୦୦୫ ରେ ଦ୍ୱିତୀୟ ଆରଏମ୍‍ଏଲ୍‍ ଆବେଦନ (୦୯.୧୨.୨୦୦୬ ରୁ ୮.୧୨.୨୦୨୬) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
ବଉଳା (କେନ୍ଦୁଝର) କ୍ରୋମାଇଟ୍(ଆକଳନ ହୋଇନାହିଁ) ୨୦୭.୩୬ -- ୨୦୭.୩୬ ୭.୮.୬୫ ୨୦ବର୍ଷ (୭.୮.୧୯୬୫ ରୁ ୬.୮.୧୯୮୫) ୧. ୨୦ବର୍ଷ ପାଇଁ ୧୯.୦୭.୧୯୮୪ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୭.୮.୮୫ ରୁ ୬.୮.୨୦୦୫), ୨. ୨୦ବର୍ଷ ପାଇଁ ୨୮.୭.୨୦୦୪ ରେ ଦ୍ୱିତୀୟ ଆରଏମ୍‍ଏଲ୍‍ ଦାଖଲ (୭.୮.୨୦୦୫ ରୁ ୬.୮.୨୦୨୫) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
ବିରସାଲ (ଢେଙ୍କାନାଳ) କ୍ରୋମାଇଟ୍‍ (୦.୦୧୨) ୫୦୪.୩ ୭୮.୭୨୧ ୫୮୩.୦୨୧ ୪.୧୧.୭୬ ୨୦ବର୍ଷ (୪.୧୧.୭୬ ରୁ ୩.୧୧.୯୬) ୧.୨୦ବର୍ଷ ପାଇଁ ୧.୧୧.୯୫ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୪.୧୧.୯୬ ରୁ ୩୧.୧.୨୦୧୬), ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
ବଣିଆପଙ୍କ(କେଉଁଝର) କ୍ରୋମାଇଟ୍‍ (୦.୦୬୭୪) ୨୯୫.୩୮୯ ୧୨୮୭.୪୪୪ ୧୫୮୨.୮୩୩ ୧୫.୧.୮୬ ୨୦ବର୍ଷ (୧୫.୧.୮୬ ରୁ ୧୪.୧.୦୬) ୧.୨୦ବର୍ଷ ପାଇଁ ୧.୧.୦୫ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୧୫.୧.୦୬ ରୁ ୧୪.୧.୨୦୨୬), ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
୧୦ ମହାଗିରି ପାଦଦେଶ (ଯାଜପୁର) କ୍ରୋମାଇଟ୍(ଆକଳନ ହୋଇନାହିଁ) ୧୮୫.୮୧ -- ୧୮୫.୮୧ ୯.୯.୭୦ ୨୦ବର୍ଷ (୯.୯.୭୦ ରୁ ୮.୯.୯୦) ୧. ୨୦ବର୍ଷ ପାଇଁ ୧୯.୦୯.୧୯୮୯ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୯.୯.୯୦ ରୁ ୮.୯.୨୦୧୦), ୨. ୨୦ବର୍ଷ ପାଇଁ ୨୯.୮.୨୦୦୯ ରେ ଦ୍ୱିତୀୟ ଆରଏମ୍‍ଏଲ୍‍ ଦାଖଲ (୯.୯.୨୦୧୦ ରୁ ୮.୯.୨୦୩୦) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
୧୧ ସରୁବାଲି-ସୁକରଙ୍ଗି (ଯାଜପୁର) କ୍ରୋମାଇଟ୍‍ (୦.୫୭୪) ୨୩.୨୪୩ -- ୨୩.୨୪୩ ୨୯.୧.୮୧ ୧୫ବର୍ଷ (ମୂଳ) (୨୯.୧.୮୧ ରୁ ୨୮.୧.୯୬) ୫୦ବର୍ଷ (ନୂତନ) (୨୯.୧.୮୧ ରୁ ୨୮.୧.୩୧) ୧.ସରକାରଙ୍କ ୫୧୭/ଏସ୍‍ଏମ୍‍ ତା ୧୯.୧.୨୦୧୬ରେ ଜାରି ନିର୍ଦ୍ଦେଶରେ ତିନିମାସ ମଧ୍ୟରେ ଏସ୍‍ଏଲ୍‍ଡି ଖନନ ସର୍ତ୍ତ ଅନୁଯାୟୀ ମୂଳ ଲିଜ୍‍କୁ ୨୯.୧.୮୧ ରୁ ୨୮.୧.୨୦୩୧ ପର୍ଯ୍ୟନ୍ତ ୫୦ବର୍ଷ ପାଇଁ ମଞ୍ଜୁର ହୋଇଛି । ପରେ ଏସଏଲ୍‍ଡି ଖନନ ପାଇଁ ଅତି କମ୍‍ରେ ଏକବର୍ଷ ସମୟ ବୃଦ୍ଧି ଲାଗି ଆବେଦନ କରିବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ଏସଏଲ୍‍ଡି କାର୍ଯ୍ୟକାରୀ ହୋଇନାହିଁ ।
୧୨ ଗନ୍ଧମାର୍ଦ୍ଦନ-ବି (କେନ୍ଦୁଝର) ଲୁହାପଥର (୨୦୦.୭୩) ୧୪୦୯.୬୪୮୯ ୧୮୧.୨୧୮୪ ୧୫୯୦.୮୬୭୩ ୧୧.୭.୭୦ ୩୦ବର୍ଷ (୧୧.୭.୭୦ ରୁ ୧୦.୭.୦୦) ୧.୧୫.୯.୧୫ ରେ ଏସ୍‍ଏଲ୍‍ଡି ଖନନ କାର୍ଯ୍ୟ ହୋଇଥିବାବେଳେ ଲିଜ୍‍ ଅବଧି ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
୧୩ ଗନ୍ଧମାର୍ଦ୍ଦନ-ଏ (କେନ୍ଦୁଝର) ଲୁହାପଥର (୪୯.୪୦) ୫୧୯.୭୪୭୨ ୯୮.୮୨୮୮ ୬୧୮.୫୭୬ ୨୧.୫.୬୩ ୩୦ବର୍ଷ (୨୧.୫.୬୩ ରୁ ୨୦.୫.୯୩) ୫୦+୨୦ବର୍ଷ (ନୂତନ) (୨୧.୦୫.୬୩ ରୁ ୨୦.୦୫.୨୦୩୩) ୧. ୨୦ବର୍ଷ ପାଇଁ ୬.୪.୯୨ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୨୧.୫.୯୩ ରୁ ୨୦.୫.୨୦୧୩), ୨. ୨୦ବର୍ଷ ପାଇଁ ୧.୫.୨୦୧୨ ରେ ଦ୍ୱିତୀୟ ଆରଏମ୍‍ଏଲ୍‍ ଦାଖଲ (୨୧.୫.୨୦୧୩ ରୁ ୨୦.୫.୨୦୩୩) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
୧୪ ଦୈତାରୀ (କେନ୍ଦୁଝର ଏବଂ ଯାଜପୁର) ଲୁହାପଥର (୧୮୭.୨୧) ୮୪୬.୩୯୯୫ ୧୭୧.୯୦୯୦ ୧୦୧୮.୩୦୮୫ ୨୭.୧.୬୬ ୧୮୧୨.୯୯ ହେକ୍ଟର ଉପରେ ୩୦ ବର୍ଷ (୨୭.୧.୬୬ ରୁ ୨୬.୧.୯୬) ୫୦+୨୦ ବର୍ଷ (ନୂତନ) ୨୭.୧.୧୯୬୬ ରୁ ୨୬.୧.୨୦୩୬) ଏସଏଲ୍‍ଡି ଖନନ ପାଇଁ ମୂଳ ଲିଜ୍‍କୁ ୫୦ ବର୍ଷ ପାଇଁ ନିୟମ ୩(୧) ର ସର୍ତ୍ତ ଅନୁଯାୟୀ ମଞ୍ଜୁର ହୋଇଥିବାବେଳେ ନିୟମ ୩(୨) ସର୍ତ୍ତ ଅନୁଯାୟୀ ଏହାକୁ ୨୦ବର୍ଷ ପାଇଁ ସମ୍ପ୍ରସାରିତ କରାଯାଇଛି । ଯାହାକି ଯଥାକ୍ରମେ ୨୬.୧.୧୯୬୬ ରୁ ୨୬.୧.୨୦୧୬ ଏବଂ ୨୭.୧.୨୦୧୬ ରୁ ୨୬.୧.୨୦୩୬ । ୨. ୧୮.୪.୨୦୧୬ ଏବଂ ୧୬.୫.୨୦୧୬ ରେ ଏସ୍‍ଏଲ୍‍ଡି ଖନନ ଯଥାକ୍ରମେ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ହେବା ସହିତ ୨୧.୬.୨୦୩୬ ପର୍ଯ୍ୟନ୍ତ ଏହା ବୃଦ୍ଧି କରାଯାଇଛି ।
୧୫ ବାଂଶପାଣି (କେନ୍ଦୁଝର) ଲୁହାପଥର (୧୬.୨୫୧) ୧୮୭.୭୫୩ ୧୯୨.୬୪୭ ୩୮୦.୪୦ ୨୧.୫.୬୬ ୩୦ବର୍ଷ (୨୧.୫.୬୬ ରୁ ୨୦.୫.୯୬) ୧୭.୫.୯୫ ରେ ୨୦ ବର୍ଷ ପାଇଁ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୨୧.୫.୯୬ ରୁ ୨୦.୫.୨୦୧୬ ) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ
୧୬ ଖଣ୍ଡବନ୍ଧ (କେନ୍ଦୁଝର) ଲୁହାପଥର (୨୨.୫୭୪) ୩୪୫.୧୮୯ ୨୧.୧୨୨ ୩୬୬.୩୧୧ ୩୦.୧୧.୬୩ ୩୦ ବର୍ଷ (୩୦.୧୧.୬୩ ରୁ ୨୯.୧୧.୯୩) ୧. ୨୦ବର୍ଷ ପାଇଁ ୯.୧୧.୯୨ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୩୦.୧୧.୯୩ ରୁ ୨୯.୧୧.୨୦୧୩), ୨. ୨୦ବର୍ଷ ପାଇଁ ୧୪.୧୧.୨୦୧୨ ରେ ଦ୍ୱିତୀୟ ଆରଏମ୍‍ଏଲ୍‍ ଦାଖଲ (୩୦.୧୧.୨୦୧୩ ରୁ ୨୯.୧୧.୨୦୩୩) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
୧୭ ତିରିଙ୍ଗପାହାଡ (କେନ୍ଦୁଝର) ଲୁହାପଥର (୧୦.୧୭୩) ୭୯.୩ -- ୭୯.୩ ୨୪.୮.୬୪ ୩୦ବର୍ଷ (୨୪.୮.୬୪ ରୁ ୨୩.୯.୯୪) ପତ୍ର ସଂଖ୍ୟା ତା ୭.୩.୨୦୧୫ ଅନୁଯାୟୀ ଲିଜ୍‍ ଅବଧି କୁ ୩୧.୩.୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏସଏଲ୍‍ଡି ଖନନ ଲାଗି ଅବଧି ବୃଦ୍ଧି ପାଇଁ ଆବେଦନ କରାଯାଇ ପାରିବ । ଏସ୍‍ଏଲ୍‍ଡି କାର୍ଯ୍ୟକାରୀ ହୋଇନି
୧୮ ବିପିଜେ (କେନ୍ଦୁଝର) ଲୁହାପଥର (୫.୬୦) ୩୬୬.୪୬୫ ୪୯୫.୦୫୬ ୮୩୬.୬୮୩୩ (ମୂଳ ଖଣି ଲିଜ୍‍ ଅଞ୍ଚଳ ୮୬୧.୫୨୧ ୨୭.୨.୭୦ ୮୬୧.୫୨୧ ହେକ୍ଟର ୩୦ବର୍ଷ (୨୭.୨.୭୦ ରୁ ୨୬.୨.୦୦) ୨୦ବର୍ଷ ପାଇଁ ୨୪.୨.୯୯ ର ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୨୭.୨.୦୦ ରୁ ୨୬.୨.୨୦୨୦) ବର୍ତ୍ତମାନ ସୁଦ୍ଧା ବୃଦ୍ଧି କରାଯାଇନାହିଁ
୧୯ ମହାପର୍ବତ (କେନ୍ଦୁଝର) ଲୁହାପଥର (୧୧.୭୫୩) ୬୮.୦୦ -- ୬୮.୦୦ ୯.୬.୨୦୦୮ ୨୦ବର୍ଷ (୯.୬.୨୦୦୮ ରୁ ୮.୬.୨୦୨୮) ବର୍ତ୍ତମାନ ସ୍ଥିତିରେ କୌଣସି ବୃଦ୍ଧି ହୋଇନାହିଁ
୨୦ କୋଇରା-ଭଞ୍ଜପାଲି (ସୁନ୍ଦରଗଡ) ଲୁହାପଥର (୬.୯୪୮) ୯୯.୯୬୩ ୪୧.୨୭୨ ୧୪୧.୨୩୫ ୬.୪.୮୭ (୭.୫.୮୨ ରୁ ଲାଗୁ) ୩୦ବର୍ଷ (୭.୫.୮୨ରୁ ୬.୫.୨୦୧୨) ୨୦ ବର୍ଷ ପାଇଁ ୨୬.୪.୨୦୧୧ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୭.୫.୨୦୧୨ ରୁ ୬.୫.୨୦୩୨) ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ
୨୧ କୋଇରା-କାଶିରା (ସୁନ୍ଦରଗଡ) ଲୁହାପଥର (୭.୭୬୮) ୨୩୧.୬୭୦ ୧୮୬.୬୮୫ ୪୧୮.୩୫୫ ୧୩.୧୦.୭୬ ୨୦ବର୍ଷ (ମୂଳ) ୧୩.୧୦୭୬ ରୁ ୧୨.୧୦.୯୬) ୫୦ବର୍ଷ (ନୂଆ) ୧୩.୧୦.୭୬ ରୁ ୧୨.୧୦.୨୦୨୬) ତିନିମାସ ମଧ୍ୟରେ ଏସ୍‍ଏଲ୍‍ଡି ଖନନ ସର୍ତ୍ତରେ ମୂଳ ଲିଜ୍‍ ଅବଧିକୁ ୫୦ବର୍ଷ ପାଇଁ ୧୩.୧୦.୧୯୭୬ ରୁ ୧୨.୧୦.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି ମଞ୍ଜୁର ହୋଇଛି । ୭.୫.୨୦୧୭ ରୁ ଗୋଟିଏ ବର୍ଷପାଇଁ ଏସ୍‍ଏଲ୍‍ଡି ଖନନକୁ ଅନୁମତି ମିଳିଛି । (ସରକାରୀ ଚିଠି ନମ୍ବର ୪୬୧୩/ଏସ୍‍ଏମ୍‍, ତା ୨୫.୫.୨୦୧୬) . ଓଏମ୍‍ସି ପକ୍ଷରୁ ଆଉ ଗୋଟିଏ ବର୍ଷ ବୃଦ୍ଧି ଲାଗି ସରକାରଙ୍କୁ ଅନୁରୋଧ କରାଯାଇଛି । ଚିଠି ନମ୍ବର ୧୫୮୨, ତା ୬.୧୧.୨୦୧୭
୨୨ ରନ୍ଥା (ସୁନ୍ଦରଗଡ) ଲୁହାପଥର (୧୮.୭୦୧) ୨୬୮.୮୭୩୧   ୨୬୮.୮୭୩୧ ୩୧.୧୨.୬୮ ୪୦୮.୮୭୩୧ ହେକ୍ଟର ୩୦ବର୍ଷ (ମୂଳ) ୩୧.୧୨.୬୮ ରୁ ୩୦.୧୨.୯୮) ୫୦+୨୦ ବର୍ଷ (ନୂଆ) ୩୧.୧୨.୧୯୬୮ ରୁ ୩୧.୧୨.୨୦୩୮) ତିନିମାସ ମଧ୍ୟରେ ଏସଏଲ୍‍ଡି ଖନନ ସର୍ତ୍ତରେ ମୂଳ ଲିଜ୍‍ ଅବଧିକୁ ନିୟମ ୩(୧) ଆଧାରରେ ୫୦ବର୍ଷ ପାଇଁ (୩୧.୧୨.୧୯୬୮ ରୁ ୩୧.୧୨.୨୦୧୮) ଏବଂ ନିୟମ ୩(୨) ଆଧାରରେ ଆଉ ୨୦ବର୍ଷ ପାଇଁ ସମ୍ପ୍ରସାରିତ (୩୧.୧୨.୨୦୧୮ ରୁ ୩୦.୧୨.୨୦୩୮) କରାଯାଇଛି । ପରବର୍ତ୍ତୀ ଏକବର୍ଷ ସମ୍ପ୍ରସାରଣ ପାଇଁ ଆବେଦନ ହୋଇଛି ।
୨୩ କୁରୁମିତାର (ସୁନ୍ଦରଗଡ) ଲୁହାପଥର ଏବଂ ମାଙ୍ଗାନିଜ (ଲୁହାପଥର -୧୮୮.୨୧, ଏମ୍‍ଏନ୍‍ ଆକଳନ ହୋଇନି ) ୬୫୧.୦୦   ୬୫୧.୦୦ ୨୯.୪.୬୫ ୧୨୧୨.୪୭ ହେକ୍ଟର ୨୦ବର୍ଷ (ମୂଳ) (୨୯.୪.୬୫ ରୁ ୨୮.୪.୮୫) ୫୦+୨୦ ବର୍ଷ (ନୂଆ) (୨୯.୪.୧୯୬୫ ରୁ ୨୮.୩.୨୦୩୫) ୨୪.୭.୧୫ ରେ ସପ୍ଲିମେଣ୍ଟାରୀ ଲିଜ୍‍ କାର୍ଯ୍ୟକାରୀ ହୋଇଥିବାବେଳେ ଏହାର ଅବଧିକୁ ୩୧.୩.୨୦୨୦ ପର୍ଯ୍ୟନ୍ତ ବଢାଯାଇଛି । ୧୪.୯.୨୦୧୬ ରେ ଏସଏଲ୍‍ଡି କାର୍ଯ୍ୟକାରୀ ୫୦+୨୦ ବର୍ଷପାଇଁ ହୋଇଥିବାବେଳେ ଏହାର ଲିଜ୍‍ ଅବଧି ୧.୪.୨୦୨୦ ରୁ ୨୮.୪.୨୦୩୫ ପର୍ଯ୍ୟନ୍ତ ବଢିଛି ।
୨୪ ସକ୍ରଡିହି (ଅଞ୍ଚଳ ୫୬୪.୬୪ ହେକ୍ଟର ) (କେନ୍ଦୁଝର) ଲୁହାପଥର ଏବଂ ମାଙ୍ଗାନିଜ (ଲୁହାପଥର ୨୭.୧୨୯ ମାଙ୍ଗାନିଜ-୧.୧୪୬) ୧୨୪୩.୨୭୦ ୮୮.୭୪୯ ୧୩୩୨.୦୧୯ (ମିଶ୍ର ଅଞ୍ଚଳ) ଲୁହାପଥର ପାଇଁ ସକ୍ରଡିହି ୨୮.୧୨.୫୯ ୩୦ ବର୍ଷ (୨୮.୧୨.୫୯ ରୁ ୨୭.୧୨.୮୯) ୨୦ ବର୍ଷ ପାଇଁ ପ୍ରଥମ ଆରଏମ୍‍ଏଲ୍‍ ୧୭.୧୨.୮୮ ରେ ଦାଖଣ ହୋଇଥିଲା ।(୨୮.୧୨.୧୮୯୮ ରୁ ୨୭.୧୨.୨୦୦୯)
ଡୁବନା ( ଅଞ୍ଚଳ-୧୧୩୫.୪୧୯ ହେକ୍ଟର (କେନ୍ଦୁଝର) ମାଙ୍ଗାନିଜ ପାଇଁ ଡୁବନା: ୦୮.୯.୭୧ ୨୦ ବର୍ଷ (୮.୯.୧୯୭୧ ରୁ ୭.୯.୧୯୯୧) ୨୦ ବର୍ଷ ପାଇଁ ପ୍ରଥମ ଆରଏମଏଲ୍‍ ଦାଖ ୨୫.୮.୯୦ରେ ହୋଇଥିଲା । (୮.୯.୧୯୯୧ ରୁ ୭.୯.୨୦୧୧). ସରକାରଙ୍କ ଚିଠି ନମ୍ବର ୩୬୦୭ ତା ୧୮.୨.୯୬ ଅନୁଯାୟୀ ସକ୍ରଡିହି ଖଣିରରେ ୨୭.୧୨.୨୦୦୯ ପର୍ଯ୍ୟନ୍ତ ୧୩୩୨.୦୧୯ ହେକ୍ଟରର ଦୁଇ ଲିଜ୍‍ର ମିଶ୍ରଣ ହୋଇଥିଲା । ୧୩୨୨.୯୯୮୪ ହେକ୍ଟର ସଂଶୋଧିତ ଅଞ୍ଚଳ ଉପରେ ୨୦ବର୍ଷ ପାଇଁ ଦ୍ୱିତୀୟ ଆରଏମ୍‍ଏଲ୍‍ର ଦାଖଲ ୧୮.୩.୦୮ରେ ହୋଇଥିଲା । (୨୮.୧୨.୨୦୦୯ ରୁ ୨୭.୧୨.୨୦୨୯) । ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ
୨୫ ସେମଡା-ଭଦ୍ରାସାହି (କେଉଁଝର) ଲୁହାପଥର ଏବଂ ମାଙ୍ଗାନିଜ(ଲୁହାପଥର ୧୧.୦୯୯ ମାଙ୍ଗାନିଜ-୦.୪୦୬) ୧୦୮୬.୭୫୬ ୬୪୭.୮୧୪ ୧୭୩୪.୫୭୦ ୩୦.୮.୮୬ ୨୦ବର୍ଷ (ମୂଳ) (୩୦.୮.୮୬ ରୁ ୨୮.୯.୦୬) ୫୦+୨୦ ବର୍ଷ (ନୂଆ) (୩୦.୮.୧୯୮୬ ରୁ ୨୯.୮.୨୦୩୬ ୩୦.୧୧.୨୦୧୫ ରେ ଲିଜ୍‍ ଅବଧିକୁ ୩୧.୩.୨୦୨୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତିନିମାସ ମଧ୍ୟରେ ଏସ୍‍ଏଲ୍‍ଡି ସମ୍ପାଦନ ସର୍ତ୍ତରେ ସରକାରୀ ନିର୍ଦ୍ଦେଶ ୧୧୫୬/ଏସ୍‍ଏମ୍‍ ତା ୮.୨.୨୦୧୬ ଅନୁଯାୟୀ ମୂଳ ଲିଜ୍‍ ଅବଧିକୁ ୫୦ବର୍ଷ ପାଇଁ ୩୦.୮.୧୯୮୬ ରୁ ୨୯.୮.୨୦୩୬ ପର୍ଯ୍ୟନ୍ତ ବଢିଛି । ପରବର୍ତ୍ତୀ ଏକବର୍ଷ ସମ୍ପ୍ରସାରଣ ଲାଗି ଆବେଦନ ହୋଇଛି ।
୨୬ ଡାଲକି (କେନ୍ଦୁଝର) ଲୁହାପଥର ଏବଂ ମାଙ୍ଗାନିଜ (ଲୁହାପଥର ଆକଳନ ହୋଇନି , ମାଙ୍ଗାନିଜ (୦.୨୭୫) ୨୪୬.୫୨୪ ୧୮.୭୬୬ ୨୬୫.୨୯୦ ୧୯.୧୧.୮୮ ୨୦ବର୍ଷ ୭.୮.୭୬ ରୁ ଲାଗୁ । (୭.୮.୭୬ ରୁ ୬.୮.୯୬) ୨୦ବର୍ଷ ପେଇଁ ୧୮.୭.୯୫ ରେ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୭.୮.୯୬ ରୁ ୬.୮.୨୦୧୬) ବର୍ତ୍ତମାନ ସୁଦ୍ଧା ସମ୍ପ୍ରସାରଣ ହୋଇନାହିଁ
୨୭ ନିଶିଖାଲ (ରାୟଗଡା) ମାଙ୍ଗାନିଜ (୦.୭୮୧) ୪୫୫.୦୨ ୪୬.୬୫ ୫୦୧.୬୭ ୨୮.୬.୬୪ ୨୦ବର୍ଷ (୨୮.୬.୬୪ ରୁ ୨୭.୬.୮୪) ପ୍ରଥମ ଆରଏମ୍‍ଏଲ୍‍ କାର୍ଯ୍ୟକାରୀ (୨୮.୬.୧୯୮୪ ରୁ ୨୭.୬.୨୦୦୪) । ୨୬.୬.୨୦୦୩ ରେ ୨୦ବର୍ଷ ପାଇଁ ଦ୍ୱିତୀୟ ଆରଏମ୍‍ଏଲ୍‍ ଦାଖଲ(୨୮.୬.୨୦୦୪ ରୁ ୨୭.୬.୨୦୨୪) । ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
୨୮ ରୋଇଡା-୭୮ (କେନ୍ଦୁଝର) ମାଙ୍ଗାନିଜ (୦.୧୨୬) ୭୮.୭୧୧ -- ୭୮.୭୧୧ ୨୫.୪.୮୧ ୨୦ ବର୍ଷ (୨୫.୪.୧୯୮୧ ରୁ ୨୪.୪.୨୦୦୧) ୨୦ ବର୍ଷ ପାଇଁ ପ୍ରଥମ ଆରଏମ୍‍ଏଲ୍‍ ୨୨.୪.୦୦ ରେ ଦାଖଲ (୨୫.୪.୨୦୦୧ ରୁ ୨୪.୪.୨୦୨୧) । ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
୨୯ ପାରିପଦା (କେନ୍ଦୁଝର) ମାଙ୍ଗାନିଜ (ଲୁହାପଥର -୪.୪୭୯, ଏମ୍‍ନ୍‍-୦.୦୯୯) ୮୪.୧୮୮ ୨୦.୬୭୨ ୧୦୪.୮୬ ୨୫.୪.୮୧ ୧୭୦.୧୭ ହେକ୍ଟର ୨୦ ବର୍ଷ (୨୫.୪.୮୧ ରୁ ୨୪.୪.୦୧) ୫୦ ବର୍ଷ (ନୂଆ) (୨୫.୪.୧୯୮୧ ରୁ ୨୪.୪.୨୦୩୧) ସରକାରଙ୍କ ନିର୍ଦ୍ଦେଶନାମା ୫୧୩/ଏସ୍‍ଏମ୍‍ ତା ୧୯.୦୧.୨୦୧୬ ଅନୁଯାୟୀ ତିନିମାସ ମଧ୍ୟରେ ଏସଏଲ୍‍ଡି ସମ୍ପାଦନ ସର୍ତ୍ତରେ ମୂଳ ଲିଜ୍‍ ଅବଧିକୁ ୫୦ବର୍ଷ ୨୫.୪.୧୯୮୧ ରୁ ୨୪.୪.୨୦୩୧ ପର୍ଯ୍ୟନ୍ତ ବଢାଯାଇଛି । ପରବର୍ତ୍ତୀ ଏକ ବର୍ଷ ପାଇଁ ଆବେଦନ ହୋଇଛି ।
୩୦ ଉମ୍ପାଭ୍ୟାଲି (କୋରାପୁଟ) ଚୂନପଥର (୧୮.୬୪୮) ୪୦୦.୬୪୯ ୯୦୦.୧୪୧ ୧୩୦୦.୭୯ ୨୦.୮.୭୫ ୧୩୦୦.୭୯ ହେକ୍ଟର ୨୦ବର୍ଷ (୨୦.୮.୭୫ ରୁ ୧୯.୮.୯୫) ୧୨.୮.୯୪ ରେ ୨୦ବର୍ଷ ପାଇଁ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୨୦.୮.୧୯୯୫ ରୁ ୧୯.୮.୨୦୧୫). ୦୨.୮.୨୦୧୪ ରେ ୨୦ବର୍ଷ ପାଇଁ ଦ୍ୱିତୀୟ ଆରଏଏମ୍‍ ଆବେଦନ (୨୦.୮.୨୦୧୫ ରୁ ୧୯.୮.୨୦୩୫) । ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ ।
୩୧ କୋହ୍ଲ-ରୋଇଡା. (ରୋଇଡା-ସି) (କେନ୍ଦୁଝର) ଲୁହାପଥର ଏବଂ ମାଙ୍ଗାନିଜ (ଆଇଡିସି ଦ୍ୱାରା କାର୍ଯ୍ୟକାରୀ) ୧୯୨.୮୧ -- ୧୯୨.୮୧ ୩୦.୧୨.୮୫ ୨୦ବର୍ଷ (୮.୨.୭୭ ରୁ ୭.୨.୯୭) ୫୦ବର୍ଷ (ନୂଆ) ୮.୨.୧୯୭୭ ରୁ ୭.୨.୨୦୨୭) ସରକାରଙ୍କ ନିର୍ଦ୍ଦେଶନାମା ୧୬୨୫/ଏସ୍‍ଏମ୍‍ ତା ୨୫.୦୨.୨୦୧୬ ଅନୁଯାୟୀ ତିନିମାସ ତା ୨୪.୫.୨୦୧୬ ମଧ୍ୟରେ ଏସଏଲ୍‍ଡି ସମ୍ପାଦନ ସର୍ତ୍ତରେ ମୂଳ ଲିଜ୍‍ ଅବଧିକୁ ୫୦ବର୍ଷ ୮.୨.୧୯୭୭ ରୁ ୭.୨.୨୦୨୭ ପର୍ଯ୍ୟନ୍ତ ବଢାଯାଇଛି । ଲିଜ୍‍ ଅବଧିକୁ ୭.୨.୨୦୨୭ ପର୍ଯ୍ୟନନ୍ତ ବଢାଯାଇଛି ।
୩୨ ମାଳିପଡା(କଳାହାଣ୍ଡି) ରତ୍ନପଥର (ରୁବି) -- ୨୭.୬୫୫ ୨୭.୬୫୫ ୭.୯.୨୦୦୨ ପଞ୍ଜିକୃତ ତାରିଖ ୭.୧୧.୦୨ ୨୦ବର୍ଷ (୦୭.୧୧.୨୦୦୨ ରୁ ୦୬.୧୧.୨୦୨୨)। ୧.ବର୍ତ୍ତମାନ ସୁଦ୍ଧା ବଢାଯାଇନାହିଁ ୨. ଓଏମ୍‍ସି ବୋର୍ଡ ଏହା ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ।୩. ୩୦୫.୨୦୧୬ ରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ବାବଦରେ ଅବଗତ କରାଯାଇଛି ।
୩୩ ବୁଢାପଡା (ନୂଆପଡା) ରତ୍ନପଥର (ଗାର୍ନେଟ) -- ୩୩.୯୫ ୩୩.୯୫ ୧୪.୦୬.୯୩ ୧୦ବର୍ଷ (୧୪.୬.୯୩ ରୁ ୧୩.୦୬.୨୦୦୩) ୧. ୬.୬.୨୦୦୨ ରେ ୧୦ବର୍ଷ ପାଇଁ ପ୍ରଥମ ଆରଏମ୍‍ଏଲ୍‍ ଦାଖଲ (୧୪.୬.୨୦୦୩ ରୁ ୧୩.୬.୨୦୧୩) ୨. ୧୧.୬.୨୦୧୨ ରେ ୨୦ବର୍ଷ ପାଇଁ ଦ୍ୱିତୀୟ ଆରଏମ୍‍ଏଲ୍‍ ଦାଖଲ (୧୪.୬.୨୦୧୩ ରୁ ୧୩.୬.୨୦୩୩) ୨. ବର୍ତ୍ତମାନ ସୁଦ୍ଧା ବୃଦ୍ଧି ହୋଇନାହିଁ । ୩. ଓଏମ୍‍ସି ବୋର୍ଡ ଏହି ଲିଜ୍‍କୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି । ୪. ୩୦.୫.୨୦୧୬ ରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ବିଷୟରେ ଅବଗତ କରାଯାଇଛି ।
୩୪ କୋଡିଙ୍ଗାମାଳି (କୋରାପୁଟ ଏବଂ ରାୟଗଡା) ବକ୍ସାଇଟ୍‍ (୭୭.୫୦) ୪୨୮.୦୭୫ -- ୪୨୮.୦୭୫ ୧୦.୦୧.୨୦୧୭ ୫୦ବର୍ଷ (୧୦.୦୧.୨୦୧୭ ରୁ ୦୯.୦୧.୧୯୬୭) ୧୦.୦୧.୨୦୧୭ ରେ କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ଖଣି ଲିଜ୍‍ କାର୍ଯ୍ୟକାରୀ

 

ANNEXURE-B

ଖଣି ଲିଜ୍‍ ଓ ପ୍ରସ୍ପେଟିଙ୍ଗ ଲାଇସେନ୍ସ ପାଇଁ ଓଏମ୍‍ସିର କେତେକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଯାହାକୁ ଭାରତ ସରକାର ସଂରକ୍ଷଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି
କ୍ରମିକ ନଂ ଲିଜ୍‍ ଖଣି/ପ୍ରସ୍ପେଟିଙ୍ଗ ଲାଇସେନ୍ସ (ଜିଲ୍ଲା) ଖଣିଜ ସାମଗ୍ରୀ କ୍ଷେତ୍ରଫଳ ହେକ୍ଟରରେ ଆବେଦନ ତାରିଖ ଲିଜ୍‍ ସ୍ଥିତି
ସମୁଦାୟ
ଖଣି ଲିଜ୍‍
କର୍ଲାପାଟ (କଳାହାଣ୍ଡି) ବକ୍ସାଇଟ୍‍ ୧୮୪୮.୨୨୨ ୦୩.୬.୧୫ ଏଲ୍‍ଓଆଇ ଗ୍ରହଣ
ପ୍ରସ୍ପେଟିଙ୍ଗ ଲାଇସେନ୍ସ
କର୍ଲାପାଟ (କଳାହାଣ୍ଡି) ବକ୍ସାଇଟ୍‍ ୧୧୫୪.୨୭୫ ୨୧.୮.୧୫ ୨୩.୩.୨୦୧୫ ରେ ରାଜ୍ୟ ସରକାରଙ୍କ ଦ୍ୱାରା ସଂରକ୍ଷିତ
ଶାଶୁବୋହୁମାଳି (ରାୟଗଡା) ବକ୍ସାଇଟ୍‍ ୪୨୨୫.୨୨ ୨୬.୮.୧୫ ୨୬.୮.୨୦୧୫ ରେ ରାଜ୍ୟ ସରକାରଙ୍କ ଦ୍ୱାରା ସଂରକ୍ଷିତ
ଓଏମ୍‍ସିର ପ୍ରସ୍ପେଟିଙ୍ଗ ଲାଇସେନ୍ସ ମଞ୍ଜୁର ଓ କାର୍ଯ୍ୟକାରୀ
କ୍ରମିକ ନଂ ଲିଜ୍‍ ଖଣି/ପ୍ରସ୍ପେଟିଙ୍ଗ ଲାଇସେନ୍ସ (ଜିଲ୍ଲା) ଉତ୍ତୋଳିତ ଖଣିଜ ସାମଗ୍ରୀ କ୍ଷେତ୍ରଫଳ ହେକ୍ଟରରେ ଆବେଦନ ତାରିଖ ମଞ୍ଜୁରୀ ତାରିଖ ସମ୍ପାଦନ ତାରିଖ ମନ୍ତବ୍ୟ
ଜଙ୍ଗଲ ଅଣ ଜଙ୍ଗଲ ସମୁଦାୟ
କାଳିଆପାଣି ବ୍ଲକ -୧ (ଯାଜପୁର) କ୍ରୋମାଇଟ ୨୩୯.୭୦୯ ୨.୫୫୬ ୨୪୨.୨୫୬ ୧୭.୮.୨୦୧୫ ୧୧.୩.୨୦୧୬ ୨୦.୪.୨୦୧୭ ଖନନ ଲାଗି ଜଙ୍ଗଲ ଅନୁମତି ସକାଶେ ଫର୍ମ-ସି ରେ ଆବେଦନ
କାଳିଆପାଣି ବ୍ଲକ-୨ (ଯାଜପୁର) କ୍ରୋମାଇଟ ୧୫୨.୯୯୬ ୦.୫୭୫ ୧୫୩.୫୭୧ ୧୭.୦୮.୨୦୧୫ ୧୧.୦୩.୨୦୧୬ ୨୦.୪.୨୦୧୭ ଖନନ ଲାଗି ଜଙ୍ଗଲ ଅନୁମତି ସକାଶେ ଫର୍ମ-ସି ରେ ଆବେଦନ
କାଳିଆପାଣି ବ୍ଲକ -୩ (ଯାଜପୁର) କ୍ରୋମାଇଟ ୩୮.୭୨୧ ୦.୦୩୬ ୩୮.୭୫୭ ୧୭.୦୮.୨୦୧୫ ୩୦.୦୧.୨୦୧୬ ୨୦.୦୪.୨୦୧୭ ଖନନ ଲାଗି ଜଙ୍ଗଲ ଅନୁମତି ସକାଶେ ଫର୍ମ-ସି ରେ ଆବେଦନ